03/09/2026
❤️ ମାତ୍ର ୭ ଦିନ ହେଲା ମୁଁ ଯୋଗ କରୁଛି…
କିନ୍ତୁ ଏତିକି ଦିନରେ ମୋତେ ନିଜ ଭିତରେ ଏକ ଭଲ ପରିବର୍ତ୍ତନ ଅନୁଭବ ହେଉଛି। 🧘♂️✨
😌 ମତେ Relax Feel ହେଉଛି!
🎥 ଏହି Video ରେ ଜାଣନ୍ତୁ —
✅ କାହିଁକି ଯୋଗ ଆରମ୍ଭ କଲି
✅ ୭ ଦିନର Yoga Journey କେମିତି ରହିଲା
✅ ଯୋଗ କରିବା ପରେ କେମିତି Feel ହେଉଛି
✅ ନିୟମିତ ଯୋଗ କରିବାର ଅନୁଭବ
🎥 ପୂରା Video YouTube ରେ ADDIYOGA Channel – “Discover The Power” ରେ ଦେଖନ୍ତୁ।
👉 YouTube ରେ “ADDIYOGA” Search କରନ୍ତୁ।
❤️ ଆପଣ ବି ଯୋଗ କରୁଛନ୍ତି କି? Comment କରି ଜଣାନ୍ତୁ।
👉 ମୋର ୭ ଦିନର Yoga Journey ଓ ପୂରା ଅନୁଭବ ଦେଖିବା ପାଇଁ YouTube ରେ “ADDIYOGA” Search କରନ୍ତୁ। 🧘❤️
#ସ୍ୱାସ୍ଥ୍ୟ #ଯୋଗ #ଓଡ଼ିଆଯୋଗ #ସ୍ୱାସ୍ଥ୍ୟଟିପ୍ସ