13/02/2025
ଯେଉଁ ଚାଷୀମାନେ ନିଜ ଚାଷ ଜମିରେ ନିଆଁ ଲଗାଉଛନ୍ତି ସେଠାରେ ଉପସ୍ଥିତ ରହି ନିଆଁ ଲଗାନ୍ତୁ ଏବଂ ନିଆଁ ଲାଗି ସରିବା ପରେ ନିଆଁକୁ ଲିଭାଇ ଦିଅନ୍ତୁ ଯାହା ଫଳରେ ଅନ୍ୟ ଚାଷୀମାନେ ନିଜ ଜମି ହିଡରେ ଚାଷ କରିଥିବା ହରଡ ରୁ କିଛି ହରଡ ପାଇ ପାରିବେ । ଥରେ ଆମେମାନେ ବିଚାର କରିବା ଦରକାର ଆମ ଏ ଛୋଟ ଭୁଲ ପାଇଁ ଅନେକ ପଶୁ ପକ୍ଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଥରୁଟିଏ ସମାଜ ପାଇଁ ଚିନ୍ତା କରନ୍ତୁ ।
゚