Chiku nanda

Chiku nanda Contact information, map and directions, contact form, opening hours, services, ratings, photos, videos and announcements from Chiku nanda, Sport & recreation, Kesinga.

          ✨
21/03/2026

16/03/2026
25/11/2025

ଆମ ବିଜ୍ଞାନର କମାଲ ଦେଖନ୍ତୁ-
ପୂର୍ବେ - ଲୋକେ କୁଅର ପାଣି ପିଉଥିଲେ ସେମାନେ ୧୦୦ ବର୍ଷ ଆରାମରେ ଅତିକ୍ରମ କରିପାରୁଥିଲେ।
ବର୍ତ୍ତମାନ - aquaguard ପାଣି ପିଇ ୪୦ ବର୍ଷ ଅତିକ୍ରମ କରିବା କଷ୍ଟକର ହୋଇପଡୁଛି।
ପୂର୍ବେ - ଲୋକେ ଘଣାରେ ପେଡି ତେଲ ଖାଇ ବ୍ରୁଦ୍ଧାବସ୍ଥାରେ ବି ଆରାମରେ ଖଟି ଖାଉ ଥିଲେ।
ପୂର୍ବେ - ଲୋକେ, ଆଠ/ଦଶ ସନ୍ତାନ ଜନ୍ମ କରୁଥିଲେ ଓ ସେମାନଙ୍କର ଦେଖାଶୁଣା ବି କରିପାରୁଥିଲେ, ବର୍ତ୍ତମାନ - ଅଧିକାଂଶ ଯୁବପିଢ଼ି ଓ ଯୁବତୀ ପିଢି କ୍ଷେତ୍ର ବିଶେଷରେ ଗୋଟିଏ ସନ୍ତାନ ଜନ୍ମ ଦେବାପାଇଁ ଲକ୍ଷ,ଲକ୍ଷ ଟଙ୍କା ଡାକ୍ତର ପାଖରେ ଯାଇ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି ଓ ଗୋଟିଏକୁ ଦେଖାଶୁଣା କରିବା ପାଇଁ ନାକେଦମ୍ ବି ହେଉଛନ୍ତି।
ବର୍ତ୍ତମାନ - ଲୋକେ ଡବଲ ଫିଲ୍ଟର୍ ତେଲ ଖାଇ ବ୍ରୁଦ୍ଧାବସ୍ଥାରେ ଶକ୍ତିହୀନ ହୋଇ ସାରିଛନ୍ତି।
ପୁର୍ବେ - ଲୋକେ ଗୋଟା ଲୁଣ ଖାଇ ସୁସ୍ଥ ରହୁଥିଲେ।
ବର୍ତ୍ତମାନ - ଲୋକେ ଆୟୋଡିନ ଯୁକ୍ତ ଲୁଣ ଖାଦ୍ୟ ଖାଇ ନାନା ପ୍ରକାରର ବେମାରର ଶିକାର ହେଉଛନ୍ତି।
ପୁର୍ବେ- ଲୋକେ ଅଙ୍ଗାର, କରଞ୍ଜ ନିମ ଲୁଣ ରେ ଦାନ୍ତ ସଫା କରି ସେମାନଙ୍କ ଦାନ୍ତ ସମସ୍ଯା କିଛି ନଥିଲା।
ବର୍ତ୍ତମାନ - ଲୋକେ କଲଗେଟ୍, ପେପ୍ସୋଡେଣ୍ଟ୍, ଦନ୍ତକାନ୍ତି ଇତ୍ଯାଦି ବ୍ୟବହାର କରି କମ୍ ବୟସରେ ଦାନ୍ତ ସମସ୍ଯାର ଶିକାର ହେଉଛନ୍ତି।
ପୁର୍ବେ - ବୈଦ୍ଯ ନାଡି ଧରି ରୋଗ ନିର୍ଣ୍ଣୟ କରୁଥିଲେ।
ବର୍ତ୍ତମାନ - ବିଭିନ୍ନ ଯନ୍ତ୍ରପାତି ଦ୍ବାରା ଚିକିତ୍ସା କଲେ ବି ରୋଗ କଣ ଜଣା ପଡୁନାହିଁ।
ପୁର୍ବେ - ୭,୮ ଟି ଛୁଆର ମା ବ୍ରୁଦ୍ଧାବସ୍ଥାରେ ଚାଷ କରିବାକୁ ଯାଉଥିଲେ।
ବର୍ତ୍ତମାନ - ପ୍ରଥମ ମାସଠାରୁ ଚିକିତ୍ସା ଆରମ୍ଭ ହୁଏ ଶେଷରେ ପେଟ ଫାଡ଼ି ପ୍ରସବ କରାଯାଉଛି।
ପୁର୍ବେ - ହାଣ୍ଡିଗୁଡ଼ ପିଠା ପେଟଭରା ଖାଇବା ମଧ୍ୟ କିଛି ହେଉ ନ ଥିଲା।
ବର୍ତ୍ତମାନ - ମିଠା ନ ଖାଇଲେ ବି ମଧୁମେହ ରୋଗ ହୋଇଯାଏ।
ପୁର୍ବେ - ବ୍ରୁଦ୍ଧାବସ୍ଥାରେ ବୁଢା ବୁଢୀଙ୍କର ଆଣ୍ଠୁଗଣ୍ଠିରେ କୌଣସି ବାଧା ନ ଥିଲା।
ବର୍ତ୍ତମାନ - ଯୌବନାବସ୍ଥାରେ ହିଁ ଆଣ୍ଠୁ ଗଣ୍ଠି ଦରଜ ହେଉଛି।
ଏ ହେଉଛି ଆମ ବିଜ୍ଞାନର ପରାକ୍ରମ ।

20/11/2025

*BELIEVE IN GOD'S PLAN ✨💯*

17/11/2025

Address

Kesinga

Telephone

+917684920774

Website

Alerts

Be the first to know and let us send you an email when Chiku nanda posts news and promotions. Your email address will not be used for any other purpose, and you can unsubscribe at any time.

Share