27/12/2025
ଆମ ମା' ତାରିଣୀ କ୍ଲବ ଖଣିବଜାର ମକର ଉତ୍ସବ ! ତର ଫରୁ ଆପଣ ମାନଙ୍କୁ ନୁତନ ବର୍ଷର ଆଉ ଏକ entertainment କରାଇ ବା ହେବେ ! ଏ ବର୍ଷ ଆପଣ ପାଖକୁ ଆସୁଚନ୍ତି ରମଜ ରୁପାଲି ଅପେରା ! ତା - 17-01-2026 ରିଖ ହେବ ଟିକଟ ₹ 120 All ରାଉଣ୍ଡ ଆପଣ ମାନଙ୍କୁ ଅନୁରୋଧ ଆପଣ ମାନେ ଉପସ୍ଥିତ ହୋଇ ଏବର୍ଷ ମକର ଉତ୍ସବ ଏବଂ ଜାତ୍ରା କୁ ଉପଭୋଗ କରିବାର ହେବେ ଜୟ ମା"ତାରିଣୀ CMO Odisha