Baba Beleswar Club - BBC

Baba Beleswar Club - BBC Jay Hind !

20/01/2026
ନବମ ବାର୍ଷିକ ଶିବ ସିଂ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୬ ର ଉଦଘାଟନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଲୋକପ୍ରିୟ କେନ୍ଦୁଝର ସାଂସଦ ଙ୍କ ଧ...
20/01/2026

ନବମ ବାର୍ଷିକ ଶିବ ସିଂ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୬ ର ଉଦଘାଟନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଲୋକପ୍ରିୟ କେନ୍ଦୁଝର ସାଂସଦ ଙ୍କ ଧର୍ମପତ୍ନୀ ତଥା ସମାଜସେବୀ ସମ୍ମାନୀୟା ଲବଙ୍ଗଲତା ନାୟକ , ମୁଖ୍ୟବକ୍ତା ଭାବେ ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ର ସଭାପତି ତଥା ବର୍ଷିଆନ ସାମ୍ବାଦିକ ମାନନୀୟ ନୃସିଂହନାଥ ସିଂ ଙ୍କ ସହ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ମହୋଦୟ ଙ୍କ ଗରୀମାମୟ ଉପସ୍ଥିତି ରେ ଉଦଘାଟିତ ହୋଇଛି ।

20/01/2026
ବାବା ବେଲେଶ୍ୱର କ୍ଲବ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଲଙ୍ଗଳକଣ୍ଟି ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବ...
24/01/2023

ବାବା ବେଲେଶ୍ୱର କ୍ଲବ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଲଙ୍ଗଳକଣ୍ଟି ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ଜାତୀୟ ଆଦିବାସୀ କମିଶନ ସଦସ୍ୟ ମାନନୀୟ ଅନନ୍ତ ନାୟକ, ମୁଖ୍ୟ ବକ୍ତା ଭାବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ରିଜିଓନାଲ ମ୍ୟାନେଜର ତଥା ଗ୍ରାମ ର ପ୍ରଧାନ ମାନନୀୟ ପ୍ରଫୁଲ୍ଲ ସିଂହ ଏବଂ ଅନ୍ୟତମ ଅତିଥି ଭାବେ ଆମ ଜିଲ୍ଲା ର ଗର୍ବ ଏବଂ ଗୌରବ କେନ୍ଦୁଝରଗଡ଼ ର ରାଣୀ ସାହେବା ସୁନନ୍ଦନୀ ଦେବୀ ମହୋଦୟା ପ୍ରମୁଖ ଯୋଗ ଦେଇ ପ୍ରତିଦ୍ୱନ୍ଦୀ ଦଳ ଙ୍କୁ ଉତ୍ସାହିତ କରିଥିଲେ ।

ଜିଲ୍ଲା ସ୍ତରୀୟ ଲଙ୍ଗଳକଣ୍ଟି ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ରେ ପ୍ରବେଶ କରିଥିବା ଢେଙ୍କିକୋଟ ରିଙ୍କୁ ୱାରିଅର ଏବଂ  ବିଣା...
24/01/2023

ଜିଲ୍ଲା ସ୍ତରୀୟ ଲଙ୍ଗଳକଣ୍ଟି ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ରେ ପ୍ରବେଶ କରିଥିବା ଢେଙ୍କିକୋଟ ରିଙ୍କୁ ୱାରିଅର ଏବଂ ବିଣାଝରି ଟିମ୍ ର ଖେଳାଳୀ ଙ୍କୁ ଉତ୍ସାହିତ କରିବା ସମୟ ରେ ଖେଳ ପଡ଼ିଆ ରେ ଅତିଥିଗଣ ।

ଲଙ୍ଗଳକଣ୍ଟି ବାବା ବେଲେଶ୍ୱର କ୍ଲବ ର ସପ୍ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଦିବସ ରେ ନିମନ୍ତ୍ରିତ ସମ୍ମାନସ୍ପଦ ଅତିଥି ଗଣ ଙ୍କ...
24/01/2023

ଲଙ୍ଗଳକଣ୍ଟି ବାବା ବେଲେଶ୍ୱର କ୍ଲବ ର ସପ୍ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଦିବସ ରେ ନିମନ୍ତ୍ରିତ ସମ୍ମାନସ୍ପଦ ଅତିଥି ଗଣ ଙ୍କୁ ଗ୍ରାମବାସୀ ଏବଂ ଆସୋସିଏସନ ତରଫରୁ ସ୍ୱାଗତ ଜଣାଇ ମଞ୍ଚ ନିକଟଳୁ ପାଛୋଟି ନେବା ସମୟ ର ଦୃଶ୍ୟ ।

ଲଙ୍ଗଳକଣ୍ଟି ଷଷ୍ଠ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ - ୨୦୨୩ , BYE LAW .
02/01/2023

ଲଙ୍ଗଳକଣ୍ଟି ଷଷ୍ଠ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ - ୨୦୨୩ , BYE LAW .

ଆସନ୍ତା ଜାନୁଆରୀ ମାସ ୧୬ ତାରିଖ ରୁ ଆରମ୍ଭ ହେବାକୁ ଯାଉଥିବା ଷଷ୍ଠ ବାର୍ଷିକ ବାବା ବେଲେଶ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ - ୨୦୨୩ , ଲଙ୍ଗଳକଣ୍ଟି...
30/12/2022

ଆସନ୍ତା ଜାନୁଆରୀ ମାସ ୧୬ ତାରିଖ ରୁ ଆରମ୍ଭ ହେବାକୁ ଯାଉଥିବା ଷଷ୍ଠ ବାର୍ଷିକ ବାବା ବେଲେଶ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ - ୨୦୨୩ , ଲଙ୍ଗଳକଣ୍ଟି କୁ ଆସୁଛନ୍ତି ରାଜ୍ୟ ର ଚର୍ଚ୍ଚିତ କମେନଟେଟର Jhon Commentator

ଷଷ୍ଠ ବାର୍ଷିକ ବାବା ବେଲେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଲଙ୍ଗଳକଣ୍ଟି ନୂତନ ବର୍ଷ ୨୦୨୩ ଜାନୁଆରୀ ମାସ ୧୬ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଅଛ...
28/12/2022

ଷଷ୍ଠ ବାର୍ଷିକ ବାବା ବେଲେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଲଙ୍ଗଳକଣ୍ଟି ନୂତନ ବର୍ଷ ୨୦୨୩ ଜାନୁଆରୀ ମାସ ୧୬ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଅଛି। Baba Beleswar Club - BBC

ପଞ୍ଚମ ବାର୍ଷିକ ଲଙ୍ଗଳକଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ- 2011 ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ...
01/01/2022

ପଞ୍ଚମ ବାର୍ଷିକ ଲଙ୍ଗଳକଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ- 2011 ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ, ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଶରତ ନାୟକ, ଜନ ଶ୍ରଦ୍ଧା ଫାଉଣ୍ଡେସନ ର ସଭାପତି ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ଚାମ୍ପିୟାନ ମାଧପୁର, କେନ୍ଦୁଝର ପ୍ରଥମ ପୁରସ୍କାର ୧୫,୦୦୦ ସହ ରନର୍ସ ଅପ ପଇଦାପାଟଣା ଟିମ କୁ ଦ୍ଵିତୀୟ ପୁରସ୍କାର ୧୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା ।

Baba Beleswar Club - BBC  Langalkanti Cricket Tournament 2021 .
29/12/2021

Baba Beleswar Club - BBC Langalkanti Cricket Tournament 2021 .

Address

Langalkanti Cricket Play Ground
Keonjhargarh
758029

Website

Alerts

Be the first to know and let us send you an email when Baba Beleswar Club - BBC posts news and promotions. Your email address will not be used for any other purpose, and you can unsubscribe at any time.

Share

Category