Jamudanda youth club

Jamudanda youth club Social club

ଜାମୁଁଦଣ୍ଡା landmark - ନାଉଗାଁ ବ୍ଲକ
31/08/2025

ଜାମୁଁଦଣ୍ଡା landmark - ନାଉଗାଁ ବ୍ଲକ

2021
09/08/2021

2021

ଜିଲ୍ଲା ଟେ ନାହିଁ ଜଗତସିଂହପୁର ପରିଗାଁ ଟେ ନାହିଁ ଜାମୁଁଦଣ୍ଡା ପରି । ମୁଁ ଗର୍ଭ କରେ। ମୋ ଗାଁ ପାଇଁ।
03/04/2020

ଜିଲ୍ଲା ଟେ ନାହିଁ ଜଗତସିଂହପୁର ପରି
ଗାଁ ଟେ ନାହିଁ ଜାମୁଁଦଣ୍ଡା ପରି । ମୁଁ ଗର୍ଭ କରେ। ମୋ ଗାଁ ପାଇଁ।

11/08/2019

Omm Vakratunda MohaKaya surya koti samarprava nirvighnam kurume Deva Sarva karjaya susarvada....🙏🙏ଓଃ ganapataye Namahaa.....
ଜାମୁଦଣ୍ଡା ର ସମସ୍ତ ସାନ ଓ ବଡ ଭାଇ ମେମ୍ବର୍ ମାନଙ୍କୁ ଆସୁଥିବା ଗଣେଶ ପୂଜା ର ଅଭିନନ୍ଦନ ।ସେପ୍ଟେମ୍ବର ମାସ ର ୨ ତାରିଖରେ ଆସୁଅଛି ଗଣେଶ ପୂଜା । କିଛି ନୂଆ ଭାଇ ମାନେ ଯୋଗ ଦେବା କୁ ଚାହୁଁଥିଲେ ବା ଆମ କମିଟି ରା ସଦସ୍ୟ ହେବା କୁ ଇଚ୍ଛା ଥିବା ଭାଇ ଆସି କ୍ଲବ ଅଫିସ ରେ ଦେଖାକରି ପାରିବେ।ପୂଜା କମିଟି ରେ ରହିପାରିବେ।। ପୂଜା ସନ୍ଧ୍ୟା 7 ରେ ଆରମ୍ଭ ହେବ। ସମସ୍ତଙ୍କୁ ଅନୁରୋଧ ଯେ ଯୋଗାଦି଼ିଆନ୍ତୁ। ଓ ଭାଇ ଚାରା ବଡାନ୍ତୁ।। ଅଗଷ୍ଟ ମାସ 15 ତାରିଖ ଗୁରୁବାର ରେ ବୈଠକରେ ଯୋଗ ଦିଅନ୍ତୁ ସମସ୍ତ ଭାଇ ମାନେ ।।।। ଗୁଡୁ

02/05/2019

-ବାତ୍ୟାର ମୁକାବିଲା ପାଇଁ ୨୫ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି

– ଓଡ୍ରାଫର ୧୮ଟି ୟୁନିଟ୍ ବାତ୍ୟା ପ୍ରଭାବିତ ଅଂଚଳରେ ନିୟୋଜିତ ହୋଇଛନ୍ତି

– ଅଗ୍ନିଶମ ବିଭାଗର ୨୫ଟି ଟିମକୁ ମୁକାବିଲା ପାଇଁ ନିଯୁକ୍ତ କରାଯାଇଛି ।

-୨ଟି ଓଡ୍ରାଫ ଏବଂ ୩ ଏନଡିଆରଏଫ୍ ଟିମକୁ ଷ୍ଟାଣ୍ଡବାଏରେ ରଖାଯାଇଛି ।

– ଉଦ୍ଧାର ପାଇଁ ୩ଟି ଜାହାଜ ପଠାଇଛି ନୌସେନା ।

– ୬ଟି ଏୟାରକ୍ରାଫ୍ଟ ଏବଂ ୭ ହେଲିକପ୍ଟର ବିଶାଖାପାଟଣାରେ ପ୍ରସ୍ତୁତ ରହିଛି ।

ଏହା ବ୍ୟତୀତ ଆସନ୍ନ ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ,

– ରନ୍ଧା ଖାଦ୍ୟ, ପିଇବା ପାଣି, ଆଲୁଅ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ପରିମଳ ସୁବିଧା କରାଯାଇଛି ।

– ବୃଦ୍ଧ, ମହିଳା ଏବଂ ଶିଶୁଙ୍କ ଯତ୍ନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

– ଆକାଶ ମାର୍ଗରୁ ବଂଟନ ପାଇଁ ୧ ଲକ୍ଷ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ ରଖାଯାଇଛି ।

-ରିଲିଫ୍ ସାମଗ୍ରୀ ଯୋଗାଇ ଦେବା ପାଇଁ ୩ଶହ ମୋଟର ବୋଟ୍ ପ୍ରସ୍ତୁତ ରହିଛି ।

– ରିଲିଫ୍ ସମାଗ୍ରୀ ବଂଟନ ପାଇଁ ପ୍ରତିରକ୍ଷା ବିଭାଗର ୨ଟି ହେଲିକପ୍ଟର ବ୍ୟବସ୍ଥା କରାଯାଇଛି ।

ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲ୍ଲାର ଜିଲ୍ଲାପାଳ ପ୍ରସ୍ତୁତ ଥିବା ବେଳେ

-୭୪୩ ପିଭିସି ଟ୍ୟାଙ୍କ୍ ଏବଂ ୬୮୮ ଗାଡ଼ି ପ୍ରସ୍ତୁତ ରହିଛି ।

– ୩୮୪୦ ଓଭରହେଡ୍ ଟ୍ୟାଙ୍କରେ ପାଣି ମହଜୁତ ରଖାଯାଇଛି ।

– ମରାମତି ପାଇଁ ୨୦୩ ବିଦ୍ୟୁତ କର୍ମଚାରୀ ପ୍ରସ୍ତୁତ ଅଛନ୍ତି ।

-୩୭୩ଟି ମୋବାଇଲ ମରାମତି ୟୁନିଟ୍ ତୟାର ରହିଛି ।

-୬୦୪ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଗୃହକୁ ସ୍ଥାନାନ୍ତର କରାଯାଇଛି ।

– ୪୯୫ଟି ଆମ୍ବୁଲାନ୍ସ ଏବଂ ୨୪୨ ପାୱାର ବ୍ୟାକଅପ୍ ବ୍ୟବସ୍ଥା ହୋଇଛି ।

ବାତ୍ୟା ମୁକାବିଲାର ଏହି ବ୍ୟାପକ ପ୍ରସ୍ତୁତ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସମୀକ୍ଷା ବୈଠକ କରିଛନ୍ତି ।

02/05/2019

‘ଫୋନି’ ପାଇଁ ଜାରି ହେଲା କଣ୍ଟ୍ରୋଲ ରୁମ ନମ୍ବର

ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି କରାଯାଇଛି । ପୁରୀ ପାଇଁ ୦୬୭୫୨-୨୨୫୯୨୨, ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦/ ୨୩୦୧୫୨୫/ ୨୩୦୧୬୨୫, ଖୋର୍ଦ୍ଧା ରୋଡ ପାଇଁ ୦୬୭୪-୨୪୯୦୦୧୦/ ୨୪୯୨୫୧୧/ ୨୪୯୨୬୧୧, କଟକ ପାଇଁ ୦୬୭୧-୨୨୦୧୮୬୫, ବ୍ରହ୍ମପୁର ପାଇଁ ୦୬୮୦-୨୨୨୯୬୩୨, ଭଦ୍ରକ ପାଇଁ ୦୬୭୮୧-୨୩୦୮୨୭ ଓ ସମ୍ବଲପୁର ପାଇଁ ୦୬୬୩-୨୫୩୨୨୩୦/୨୫୩୩୦୩୭/ ୨୫୩୨୩୦୨, ଅନୁଗୁଳ ପାଇଁ ୦୬୭୪-୨୩୦୯୮୦, ବାଲେଶ୍ୱର ପାଇଁ ୦୬୭୮୨-୨୬୨୨୮୬/ ୨୬୨୬୪୭, ବରଗଡ ପାଇଁ ୦୬୬୪୬-୨୩୨୧୧୨, ବଲାଙ୍ଗୀର ପାଇଁ ୦୬୬୫୨-୨୩୨୪୫୨/ ୨୩୦୯୬୯, ବୌଦ୍ଧ ପାଇଁ ୦୬୮୪୧-୨୨୨୦୨୩, ଦେଓଗଡ ପାଇଁ ୦୬୬୪୧-୨୨୬୮୪୩, ଢେଙ୍କାନାଳ ପାଇଁ ୦୬୭୬୨-୨୨୬୫୦୭/ ୨୨୧୩୭୬, ଗଜପତି ପାଇଁ ୦୬୮୧୫-୨୨୨୯୪୩, ଗଞ୍ଜାମ ପାଇଁ ୦୬୮୧୧-୨୬୩୯୭୮, ଜଗତସିଂହପୁର ପାଇଁ ୦୬୭୨୪-୨୨୦୩୬୮, ଯାଜପୁର ପାଇଁ ୦୬୭୨୮-୨୨୨୬୪୮, ଝାରସୁଗୁଡା ପାଇଁ ୦୬୬୪୫-୨୭୨୯୦୨/ ୨୭୧୬୯୨, କଳାହାଣ୍ଡି ପାଇଁ ୦୬୬୭୦-୨୩୦୪୫୫, କନ୍ଧମାଳ ପାଇଁ ୦୬୮୪୨-୨୫୩୬୫୦/ ୨୫୫୬୦୨, କେନ୍ଦ୍ରାପଡା ପାଇଁ ୦୬୭୨୭-୨୩୨୮୦୩, କେନ୍ଦୁଝର ପାଇଁ ୦୬୭୬୬-୨୫୫୪୩୭, ଖୋର୍ଦ୍ଧା ପାଇଁ ୦୬୭୫୫-୨୨୦୦୦୨, କୋରାପୁଟ ପାଇଁ ୦୬୮୫୨-୨୫୧୩୮୧, ମାଲକାନଗିରି ପାଇଁ ୦୬୮୬୧-୨୩୦୪୪୨/ ୦୬୮୬୧-୨୩୧୩୭୨, ମୟୁରଭଞ୍ଜ ପାଇଁ ୦୬୭୯୨-୨୫୨୭୫୯, ନବରଂଗପୁର ପାଇଁ ୦୬୮୫୮-୨୨୨୪୩୪, ନୟାଗଡ ପାଇଁ ୦୬୭୫୩-୨୫୨୯୭୮, ନୂଆପଡା ପାଇଁ ୦୬୬୭୮-୨୨୫୩୫୭, ରାୟଗଡା ପାଇଁ ୦୬୮୫୬-୨୨୪୦୬୨, ସୁବର୍ଣ୍ଣପୁର ପାଇଁ ୦୬୬୫୪-୨୨୦୩୬୨ ଓ ସୁନ୍ଦରଗଡ ପାଇଁ ୦୬୬୨୨-୨୭୨୨୩୩ ନମ୍ବର ଜାରି କରାଯାଇଛି ।

19/03/2019
All students ....
23/02/2019

All students ....

କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୧୯ରେ ସହଜରେ ଚାକିରି ପାଇବା ପାଇଁ ମନ୍ତ୍ର ଦେଇଛନ୍ତି ଓଡ଼ିଶା ସ୍କିଲ ଡେଭଲେପମେଣ୍ଟ ଅଥରିଟି...

24/01/2019

ଶେୟାର କରନ୍ତୁ ଅନ୍ୟମାନକ ସହିତବଲୀଉଡ କଳାକାରଙ୍କ ସବୁ କଥା କିଛି ଅଲଗା ଅଟେ । ତାଙ୍କର ରହିବା ଖାଇବା ସବୁଥିରେ କିଛି ନା କିଛି ସ୍ପେଶଲ...

24/01/2019

ଅଙ୍ଗ ପ୍ରତ୍ୟଙ୍ଗର କାର‌୍ୟ୍ୟ କରିବା କ୍ଷମତା କମିଯାଏ । ଆଉ କେବେ କେବେ ପାରାଲିସିସ ମଧ୍ୟ ହୋଇଯାଏ । ଏହି ରୋଗ ପ୍ରାୟ ୫୦ ବର୍ଷରୁ ଉଦ୍ଧ.....

16/01/2019

ଶେୟାର କରନ୍ତୁ ଅନ୍ୟମାନକ ସହିତଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ଖାସ ଉପାୟ ନେଇ ଆସିଛି । ଆଜି ଯେଉଁ ତେଲ ବିଷୟରେ କହିବୁ ଏହା ଆପଣଙ୍କ କେ...

Address

Naugaon, (jamudanda)js Pur
Jagatsinghapur
754113

Website

Alerts

Be the first to know and let us send you an email when Jamudanda youth club posts news and promotions. Your email address will not be used for any other purpose, and you can unsubscribe at any time.

Share