Jaga ku sahoo

Jaga ku sahoo Contact information, map and directions, contact form, opening hours, services, ratings, photos, videos and announcements from Jaga ku sahoo, Sports, Dhenkanal.

ସମୟମିଳିଲେ ଲୋକଙ୍କୁ ନୁହେ ବହିକୁ ସମୟ ଦିଅ.. କାରଣ ବହି କେବେ ବିଶ୍ବାସ ଭାଙ୍ଗେ ନାହିଁ...📚🙂🥺🥹
26/07/2026

ସମୟ

ମିଳିଲେ ଲୋକଙ୍କୁ ନୁହେ ବହିକୁ ସମୟ ଦିଅ.. କାରଣ ବହି କେବେ ବିଶ୍ବାସ ଭାଙ୍ଗେ ନାହିଁ...📚🙂🥺🥹

କଳି ଯୁଗ ଚାଲିଛି ଆଜ୍ଞା 🙂🤫☠️
20/07/2026

କଳି ଯୁଗ ଚାଲିଛି ଆଜ୍ଞା 🙂🤫☠️

ମୋ ବିଶ୍ବାସ ଭରସା ଭଲ ପାଇବାକୁ ଦୁନିଆ ଆଗରେ ଭୁଲ ପ୍ରମାଣ କରିଦେଲ... 🥺💔💔ମୁଁ ଠିକ୍ କହିଲି ନା ଭୁଲ୍
16/07/2026

ମୋ ବିଶ୍ବାସ ଭରସା ଭଲ ପାଇବାକୁ ଦୁନିଆ ଆଗରେ ଭୁଲ ପ୍ରମାଣ କରିଦେଲ... 🥺💔💔ମୁଁ ଠିକ୍ କହିଲି ନା ଭୁଲ୍

Jay jagannath 🏵️🙏🙏🙏🏵️ ଯେଉଁଠୁ ଲାଗେ ଜୀବନର ସବୁକିଛି ଶେଷ ହାଇଗଲା ବୋଲି, ହୋ ଭଗବାନ ସେଇଠୁ କିଛି ଆରମ୍ଭ କରନ୍ତି ନୁଆ ରୁପରେ ଆଉ ନୁଆ ରଙ୍ଗର...
14/07/2026

Jay jagannath 🏵️🙏🙏🙏🏵️ ଯେଉଁଠୁ ଲାଗେ ଜୀବନର ସବୁକିଛି ଶେଷ ହାଇଗଲା ବୋଲି, ହୋ ଭଗବାନ ସେଇଠୁ କିଛି ଆରମ୍ଭ କରନ୍ତି ନୁଆ ରୁପରେ ଆଉ ନୁଆ ରଙ୍ଗରେ..!

ବେଳେ ବେଳେ ରାସ୍ତା ନୁହେଁ ନିଜକୁ ବଦଳେଇବାକୁ ପଡ଼େ..... 🥰ଠିକ୍ କହିଲି ନା ..?
10/07/2026

ବେଳେ ବେଳେ ରାସ୍ତା ନୁହେଁ ନିଜକୁ ବଦଳେଇବାକୁ ପଡ଼େ..... 🥰ଠିକ୍ କହିଲି ନା ..?

ସେଇ ଭଲ ଭଲପାଇବା ପୁରୁଣା ହେଲା ପରେ ରେ ଦୂରେଇ ଯିବାକୁ ସେତିକି ବାହାନା ଖୋଜନ୍ତି..?ଠିକ୍ କହିଲି ନା ..?🙂🥹🥲
05/07/2026

ସେଇ ଭଲ ଭଲପାଇବା ପୁରୁଣା ହେଲା ପରେ ରେ ଦୂରେଇ ଯିବାକୁ ସେତିକି ବାହାନା ଖୋଜନ୍ତି..?

ଠିକ୍ କହିଲି ନା ..?🙂🥹🥲

ନା ହସି ପାରୁଛି ☺ନା କାନ୍ଦି ପାରୁଛି🙂🥺🥲
03/07/2026

ନା ହସି ପାରୁଛି ☺

ନା କାନ୍ଦି ପାରୁଛି🙂🥺🥲

କଣ ଆଜ୍ଞା, ଠିକ କହିଛି ତ? 🙂🥺🥲😇
03/07/2026

କଣ ଆଜ୍ଞା, ଠିକ କହିଛି ତ? 🙂🥺🥲😇

ଯଦି କିଛି ଭୁଲ କହିଥାଏ, ତ ମୋତେ ଖମା କରି ଦେବ🙂🥹👀
24/06/2026

ଯଦି କିଛି ଭୁଲ କହିଥାଏ, ତ ମୋତେ ଖମା କରି ଦେବ🙂🥹👀

Address

Dhenkanal
759016

Website

Alerts

Be the first to know and let us send you an email when Jaga ku sahoo posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category