Friends Club,nihal Prasad, Dhenkanal

Friends Club,nihal Prasad, Dhenkanal Its basically a club with young energetic members who r involved in sports and cultural program and some entertainment too..

Newly opend passengers rest house for public use at Nihalprasad
07/01/2024

Newly opend passengers rest house for public use at Nihalprasad

24/12/2023
19/01/2023

LPL 12 GRAND FINAL 2023

Best of LPL-ARUNI
28/12/2022

Best of LPL-ARUNI

LPL-ARUNI QUARTER FINAL STARTED
23/12/2022

LPL-ARUNI QUARTER FINAL STARTED

ଏ ଫୋଟ ଗୁଡିକ ଆପଣ ଭାବୁଥିବେ ଆଫ୍ରିକା କିମ୍ବା ନାଇଜେରିଆ ର.କିମ୍ବା ଓଡ଼ିଶାର କେଉଁ  ଜଙ୍ଗଲର ଆଦିବାସୀ….କିନ୍ତୁ ଏହା ଆମ ଢେଙ୍କାନାଳ ଜିଲ୍ଲା ନ...
15/12/2022

ଏ ଫୋଟ ଗୁଡିକ ଆପଣ ଭାବୁଥିବେ ଆଫ୍ରିକା କିମ୍ବା ନାଇଜେରିଆ ର.କିମ୍ବା ଓଡ଼ିଶାର କେଉଁ ଜଙ୍ଗଲର ଆଦିବାସୀ….

କିନ୍ତୁ ଏହା ଆମ ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଗ୍ରାମପାମଚାୟତ ର ନିଶ୍ଚନ୍ଦା ପାହାଡ ତଳେ ରହୁଥିବା ଆଦିବାସୀ (ମୁଣ୍ଡା ଜନଜାତିର )ଲୋକ,ଯେଉୁଂମାନେ ସରକାର ଗଢିବାରେ ମଧ୍ୟ ସାହାଯ୍ୟ କରନ୍ତି କିନ୍ତୁ ସେମାନେ ଆଜି ସ୍ୱାଧୀନତା ରା 76 ବର୍ଷ ପରେ ବି ଏମିତି ଜୀବନ ଯାପନ କରୁଛନ୍ତି. ସରକାର ଚାହିଁଲେ ଏମାନଙ୍କ ଜୀବନ ବଦଳିପାରିବ. ଏମାନଂକୁ ପକ୍କା ଘର ସ୍ୱଚ୍ଛ ପାଣି ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପାଇ ଏବଂ କିଛି ଖାଦ୍ୟ ସହ ପାଠ ପଦ୍ଧତି ପ୍ରତି ଧ୍ୟାନ ଦେଲେ ଭଲ ହୁଅନ୍ତା.
15 ବର୍ଷର ଅନୂଭୁତି 😔

10/12/2022

ଯେଉଁ କୁଜିନେତା ନିହଲ ପ୍ରସାଦ ହାଇସ୍କୁଲ ପଡ଼ିଆରେ ଖେଳି ନିଜର ପରିଚୟ ଶୃଷ୍ଟି କରି ପରବର୍ତ୍ତୀ ସମୟରେ ନିଜେ ଜିଲ୍ଲାପରିଷଦ ହୋଇଥିଲେ, ଆଜି ସେଇ ପଡିଆ ରେ ହୋଉଥିବା ଖେଳ କୁ ବିରୋଧ ପ୍ରଦର୍ଶନ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି।
ତାର ମୁହଁତୋଡ ଜବାବ ଦିଆଯିବ

ଫଟୋ ନାହିଁ ସେ ମହାଶୟଙ୍କ ର ଥିଲେ ପୋଷ୍ଟ କରିଥାନ୍ତି🫠

ନିହଲ ପ୍ରସାଦ ପଞ୍ଚାୟତ ର ଖେଳ ପଡିଆ ଗଲା କୁଆଡେ?
କିଏ ସର୍ବସ୍ବାନ୍ତ କଲା ଖେଳ ପଡିଆ ର ଅନୁଦାନ?
ଖେଳ ପଡିଆ ନାଁ ରେ ମୋରୋମ ସପ୍ଲାଏ କିଏ କରିଛି?
ଆଗାମୀ ଦିନରେ ଉତ୍ତର ପଞ୍ଚାୟତବାସୀ ନିଶ୍ଚିତ ପାଇବେ ଏଇଟା ଆମର ଶପଥ

Sudhir Kumar Samal Mo Sarkar 5T

ଲାଲୁ ପ୍ରୀମିୟର ଲିଗ୍ (L P L) କ୍ରିକେଟ tournament ଏ ଅଞ୍ଚଳ ର ଏକ ସୁନାମଧନ୍ୟ କ୍ରିକେଟ ପ୍ରତିଯୋଗିତା ଭାବରେ ଜଣାଶୁଣା,ଅତି ସାଧାରଣ tourna...
09/12/2022

ଲାଲୁ ପ୍ରୀମିୟର ଲିଗ୍ (L P L) କ୍ରିକେଟ tournament ଏ ଅଞ୍ଚଳ ର ଏକ ସୁନାମଧନ୍ୟ କ୍ରିକେଟ ପ୍ରତିଯୋଗିତା ଭାବରେ ଜଣାଶୁଣା,ଅତି ସାଧାରଣ tournament ରୁ ଆରମ୍ଭ ହୋଇ ଆଜି ଯେଉଁଭଳି ଭାବରେ ଏକ ଉଦାହରଣ ସୃଷ୍ଟି କରିଛି ତାହା ସତରେ ବିରଳ,ଆମର ପ୍ରଥମ ରୁ ସ୍ଲୋଗାନ ଅଛି କି WHERE TALENT GETS OPPORTUNITY , ଯାହା ଆଜିର ଦିନରେ LPL ର ଇତିହାସ ଦେଖିଲେ ଜଣା ପଡ଼େ... ଏ ଏକ ଏମିତି କ୍ରିକେଟ ପ୍ରତିଯୋଗିତା ଯୋଉଠି କି ପ୍ରତିଯୋଗିତା କରିବାକୁ ଓଡ଼ିଶା ର ପ୍ରାୟ ସବୁ ଦଳ ଇଚ୍ଛା ପ୍ରକାଶ କରିଥାନ୍ତି, ଆଉ ଖେଳାଳି ମାନଙ୍କ ଠାରେ ଯୋଉ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୁଏ ତାହା ସତରେ ଅବର୍ଣ୍ଣନୀୟ.. LPL କୁ ଆୟୋଜନ କରିବାରେ ଯେତିକି ପ୍ରଶଂସା ଫ୍ରେଣ୍ଡସ କ୍ଲବ ଓ ଅରୁଣି ଗ୍ରୁପ ପାଇବାର ଯୋଗ୍ୟ ତାଠାରୁ ଅଧିକ ପ୍ରଶଂସାର ଯୋଗ୍ୟ ହେଉଛନ୍ତି LPL ର ଦର୍ଷକବୃନ୍ଦ, ଏ ଭଳିଆ ଦର୍ଶକ ଙ୍କ ଉପସ୍ଥିତି ରେ ଉନ୍ନତ ମାନର ଖେଳ ଖେଳିବାକୁ ଖେଳାଳି ମାନଙ୍କ ଠାରେ ବହୁତ୍ ଉତ୍ସାହ ଓ ପ୍ରେରଣା ପ୍ରଦାନ କରିଥାଏ.. ବିଗତ ବର୍ଷ ମାନଙ୍କରେ ଏହି LPL ରେ ଓଡ଼ିଶା ର ବହୁ ମନ୍ୟଗଣ ରାଜନେତା ଓ ଅନେକ ଅଭିନେତା/ଅଭିନେତ୍ରୀ ଯୋଗ ଦେଇ ଏହି ପ୍ରତିଯୋଗିତା ର ମାନ ବଢାଇଛନ୍ତି.. ଏଥି ସହିତ ଆମ ଗାଁ ଓ ଗ୍ରାମପଞ୍ଚାୟତ ର ମଧ୍ୟ ସୁନାମ ବଢ଼ିଛି.. କିନ୍ତୁ ଚଳିତ ବର୍ଷ ହେବାକୁ ଥିବା LPL ପ୍ରତିଯୋଗିତା କୁ ବନ୍ଦ କରିବାକୁ କିଛି କୁଚକ୍ରି ଗୋଷ୍ଠୀ ଚେଷ୍ଟା କରୁଛନ୍ତି..ସେ କୁଚକ୍ରୀ ଗୋଷ୍ଠୀ ମାନଂକୁ ଆମର ପ୍ରଶ୍ନ ନିଜ କରୁଥିବା ପ୍ରତିଯୋଗିତା କୁ ତ ସମ୍ପୂର୍ଣ୍ଣ କରିପାରୁ ନାହଁ ତ ସହିତ ଗାଁ ର ନାଁ କୁ ପଡୋଶୀ ଜିଲ୍ଲା ରେ ତଳେ ପକାଉଛ, ଏଥିରୁ କଣ ପାଉଛ.. ରାଜନୀତି ଓ କ୍ରୀଡ଼ା କୁ କେବେବି ଯୋଡ଼ା ଯିବା କଥା ନୁହେଁ...ହେଲେ ଦୁଃଖ ର ସହ କହିବାକୁ ପଡୁଚି କି ଆମ ପଞ୍ଚାୟତ ର କୁଜି ନେତା ମାନଙ୍କ ଏଭଳି ମାନସିକ ଦୁଶ୍ଚିନ୍ତା ପାଗଳ କୁକୁର ଭଳି ସଦୃଶ ହେଉଛି...ଆଉ ବିଗତ ବର୍ଷ ରେ LPL ର ମଞ୍ଚ ଉପରକୁ ଯିବା ପାଇଁ ଯୋଉ କସରତ୍ତ କରିବାକୁ ପଡ଼ିଥିଲା ତାର ମୁକସାକ୍ଷୀ ଏଇ ପଡିଆ ଅଛି
ଖେଳ ହେବ🤟🏻 ଅଲବତ ହେବ🤟🏻 ବରାବର ହେବ🤟🏻
ଜୟ ଜଗନ୍ନାଥ🙏🏻🙏🏻🙏🏻

Sudhir Kumar Samal Mo Sarkar 5T

Freinds club champion..... 🎈🎈🎈
27/01/2021

Freinds club champion..... 🎈🎈🎈

Proud moment for our village and club..
17/06/2020

Proud moment for our village and club..

ଗୋକୁଳାନନ୍ଦ ଚାରିଟେବୁଲ ଟ୍ରଷ୍ଟ ନିହଲ ପ୍ରସାଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶୁଦ୍ଧ ପାନୀୟ ଜଳ ଫିଜର ପ୍ରଦାନ କରାଯାଇଛି।
ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଉଦ୍‌ଘାଟନ କରିଛନ୍ତି ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ ଏବଂ ଟ୍ରଷ୍ଟର ଅଭିଜିତ ସାହୁ ଉପସ୍ଥିତ ଥିଲେ ।।

#ମୋଢେଙ୍କାନାଳ

Members and all followers r Invited....... GANPATI BAPA MORIYA
28/08/2019

Members and all followers r Invited....... GANPATI BAPA MORIYA

Address

At/Po/Ps-Nihal Prasad
Dhenkanal
759016

Alerts

Be the first to know and let us send you an email when Friends Club,nihal Prasad, Dhenkanal posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Friends Club,nihal Prasad, Dhenkanal:

Share