Sahara Club , Railway Station, Hindol Road

Sahara Club , Railway Station, Hindol Road Contact information, map and directions, contact form, opening hours, services, ratings, photos, videos and announcements from Sahara Club , Railway Station, Hindol Road, Sports, Dhenkanal.

26/03/2020
Kindly read the advisory on illegal money circulation scheme. There are no shortcuts. There are no free lunches. Be aler...
17/02/2020

Kindly read the advisory on illegal money circulation scheme. There are no shortcuts. There are no free lunches. Be alert and don't lose your hard earned money !!

କରୋନା ଭୂତାଣୁ ସଂକ୍ରମଣ ସମ୍ଵଦ୍ଧୀୟ ..
03/02/2020

କରୋନା ଭୂତାଣୁ ସଂକ୍ରମଣ ସମ୍ଵଦ୍ଧୀୟ ..

New Map of India
02/11/2019

New Map of India

Apollo & AMRI hospitals in Bhubaneswar & Ashwini Hospital in Cuttack to provide to free treatment to accident victims in...
31/10/2019

Apollo & AMRI hospitals in Bhubaneswar & Ashwini Hospital in Cuttack to provide to free treatment to accident victims in first 48 hours after mishaps. State health Dept., Odisha issues notification in this regard.

11/10/2019
19/09/2019

#ଅନଲାଇନ_ଡ୍ରାଇଭିଂ_ଲାଇସେନ୍ସ_ପାଇଁ_ସର୍ଵନିମ୍ନ_ଯୋଗ୍ୟତା

#ଆବେଦନାକରୀ ଜଣକ ଅତି କମ୍‌ରେ ୧୮ ବର୍ଷ ର ହୋଇଥିବେ। ଏହି ବୟସର ଆବେଦନକାରୀ କେବଳ ହାଲୁକା ମୋଟର ଯାନ ଲାଇସେନ୍ସ ପାଇପାରିବେ।
#ଆବେଦନକାରୀଙ୍କୁ ସର୍ବନିମ୍ନ ୨୦ ବର୍ଷ ହୋଇଥିଲେ ପରିବହନ ବାହନର ଲାଇସେନ୍ସ ମିଳିପାରିବ।
#ଆବେଦନକାରୀ ଜଣକ ଭଲରୂପେ ଟ୍ରାଫିକ୍‌ ନିୟମ ତଥା କଟକଣାକୁ ଜାଣିଥିବେ।
#ଆବେଦନକାରୀ ଜଣକ ଲର୍ଣ୍ଣର୍‌ ଲାଇସେନ୍ସ ପ୍ରାପ୍ତର ୩୦ ଦିନ କିମ୍ବା ୧୮୦ ଦିନ ଭିତରେ ଡ୍ରାଇଭିଂ ପ୍ରମାଣପତ୍ର ପାଇପାରିବେ।

#ଡ୍ରାଇଭିଂ_ଲାଇସେନ୍ସ_ପାଇଁ_ଆବଶ୍ୟକୀୟ_ପ୍ରମାଣପତ୍ର

#ଡ୍ରାଇଭିଂ ଲାଇସେନ୍ସ ପାଇଁ କିଛି ପ୍ରମାଣପତ୍ର ଆବଶ୍ୟକୀୟ ହୋଇଥାଏ, ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ କ’ଣ ?*
#ବୟସ ପ୍ରମାଣ ପତ୍ର (ବିଦ୍ୟାଳୟର ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର, ପାନ୍‌ କାର୍ଡ ଇତ୍ୟାଦି)
#ଠିକଣା ପ୍ରମାଣପତ୍ର (ପାସପୋର୍ଟ, ଭୋଟର ଆଇକାର୍ଡ, ଏଲଆଇସି ପଲିସି ବଣ୍ଡ ଇତ୍ୟାଦି)
#ଫର୍ମ ୪
#ଲର୍ଣ୍ଣର ଲାଇସେନ୍ସ
#ଫର୍ମ ୫ (ଯଦି ଆବେଦନକାରୀ ପରିବହନ ଲାଇସେନ୍ସ ଦରକାର କରୁଥିବେ)

# ଅନଲାଇନ_ଆବେଦନ_ପ୍ରକ୍ରିୟା

sarathi.nic.in ରେ ‘ଆପିଲକିସନ୍‌ ଫର୍ମ ଫର୍‌ ନ୍ୟୁ ଏଲ୍‌ଏଲ୍‌ ଆଣ୍ଡ ଡିଏଲ୍‌’ ଅର୍ଥାତ୍‌ ସେଠାରେ ଥିବା ନୂତନ ଡ୍ରାଇଭିଂ ପ୍ରମାଣପତ୍ର ଉପରେ କ୍ଲିକ୍‌ କରନ୍ତୁ।
#ସେଥିରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଲେଖନ୍ତୁ
#ପରେ ଫର୍ମକୁ ସବ୍‌ମିଟ୍‌ କରିବା ପୂର୍ବରୁ ଫଟୋ ତଥା ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରମାଣପତ୍ରକୁ ଅପଲୋଡ୍‌ କରନ୍ତୁ
#ଏସବୁ ପରେ ଆପଣଙ୍କୁ ଗୋଟେ ଓ୍ବେବ୍‌ ଆପ୍‌ଲିକସନ୍‌ ନମ୍ବର ପ୍ରାପ୍ତ ହେବ
#ଏହାପରେ ଆପଣ ଅନଲାଇନ୍‌ରେ ଆବେଦନ ପଇସା ପୈଠ କରିବେ।

ଅଥବା
as2.ori.nic.in.8080/web ଜରିଆରେ ଆପଣ ଡ୍ରାଇଭିଂ ଲାଇସେନ୍ସ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ। ଏହି ସାଇଟ୍‌କୁ ଖୋଲି ଓଡିଶାକୁ ଚୟନ କରି ସେଥିରେ ଦିଆଯାଇଥିବା ଫର୍ମକୁ ପୂରଣ କରିବା ସହ ଲର୍ଣ୍ଣିଙ୍ଗ ଲାଇସେନ୍ସ ନମ୍ବର ଓ ଜନ୍ମ ସମୟ ଦିଅନ୍ତୁ।
ତା’ପରେ ଏଥିରେ ଆବଶ୍ୟକୀୟ ପ୍ରମାଣପତ୍ରକୁ ଅପଲୋଡ୍‌ କରନ୍ତୁ
ପରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଶୁଳ୍କ ଦେୟ କରନ୍ତୁ।
ଅନ୍‌ଲାଇନ୍‌ରେ ଆବେଦନ କରିସାରିବା ପରେ ନିକଟସ୍ଥ ଆରଟିଓ ଅଫିସ୍‌ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ।

ଯଦି ଆବେଦନକାରୀ ଡ୍ରାଇଭିଂ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବେ, ତେବେ ତାଙ୍କ ଘର ଠିକଣାରେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ।

Address

Dhenkanal
759019

Alerts

Be the first to know and let us send you an email when Sahara Club , Railway Station, Hindol Road posts news and promotions. Your email address will not be used for any other purpose, and you can unsubscribe at any time.

Share

Category