Maa ବିଳାଶୁଣି ଯୁବକ ସଂଘ।।।ଦାମୋଦର ପୁର।।

  • Home
  • India
  • Cuttack
  • Maa ବିଳାଶୁଣି ଯୁବକ ସଂଘ।।।ଦାମୋଦର ପୁର।।

Maa ବିଳାଶୁଣି ଯୁବକ ସଂଘ।।।ଦାମୋଦର ପୁର।। ଏହି ଗ୍ରୁପ୍ ଟି କୌଣସି ରାଜନୀତିକ�ନୁହେଁ। ଗ୍ରୁପ୍ ର ନିୟମ ହେଲା ଯେ ନିଜ ଗାଁ ପାଇଁ ବା ନିଜ ଜନ୍ମ ମାଟି ପାଇଁ କିଛି ଟା

ମା ବିଳାଶୁଣି ମନ୍ଦିର ପରିବେଶ ସଫା ଚାଲିଛି।। ପରିବେଶ ଚତୃପାସ ରେ ଗଛ ଲଗାଯାଉଛି।। ଜୟ ମା ବିଳାଶୁଣି।।। ଜୟ ଜଗନ୍ନାଥ
26/08/2026

ମା ବିଳାଶୁଣି ମନ୍ଦିର ପରିବେଶ ସଫା ଚାଲିଛି।। ପରିବେଶ ଚତୃପାସ ରେ ଗଛ ଲଗାଯାଉଛି।। ଜୟ ମା ବିଳାଶୁଣି।।। ଜୟ ଜଗନ୍ନାଥ

Jay Jagannath ‼️🙏 Jay ମା ବିଳlଶୁଣି।। ଆମ ଗାଁ ଆମ ପାଇଁ ଗର୍ବ।। ଆମ ପାଇଁ ବଡ ସମାଜ ରେ ଲୋକମାନଙ୍କୁ ଖୁସି ବାଣ୍ଟିବା।। ଆସ ମିଳିମିଶି ଗୋଟି...
04/06/2026

Jay Jagannath ‼️🙏 Jay ମା ବିଳlଶୁଣି।। ଆମ ଗାଁ ଆମ ପାଇଁ ଗର୍ବ।। ଆମ ପାଇଁ ବଡ ସମାଜ ରେ ଲୋକମାନଙ୍କୁ ଖୁସି ବାଣ୍ଟିବା।। ଆସ ମିଳିମିଶି ଗୋଟିଏ ଲୋକ ମାନଙ୍କ ଶୋଷ ମେଣ୍ଟାଇବା।। ଆଜି ର ଜଳଛତ୍ର ମା ବିଳାଶୁଣି ଯୁବକ ସଂଘ ପକ୍ଷରୁ।।। ଛୋଟ ପିଲା ଠୁ ବଡ ପିଲା ଲାଗିପଡ଼ିଛନ୍ତି।।45' ଖରା ରେ ଲୋକ ମାନଙ୍କ ଶୋଷ ମେଣ୍ଟାଇବା ପାଇଁ।। ଜୟ ଜଗନ୍ନାଥ।।।।🙏🙏

Maa ବିଳାଶୁଣି ଯୁବକ ସଂଘ ପକ୍ଷରୁ।। ପ୍ରତିଦିନ ହେଇଆସୁଛି ଏଇ ଜଳଚତ୍ର।।41' ଖରା ରେ ଲୋକ ମାନଙ୍କ ଶୋଷ ମେଣ୍ଟାଇବା ପାଇଁ କିଛି ଟା ସାହାଯ୍ୟ।।। ...
02/06/2026

Maa ବିଳାଶୁଣି ଯୁବକ ସଂଘ ପକ୍ଷରୁ।। ପ୍ରତିଦିନ ହେଇଆସୁଛି ଏଇ ଜଳଚତ୍ର।।41' ଖରା ରେ ଲୋକ ମାନଙ୍କ ଶୋଷ ମେଣ୍ଟାଇବା ପାଇଁ କିଛି ଟା ସାହାଯ୍ୟ।।। ଆମ ଗାଁ ଆମ ପାଇଁ ଗର୍ବ।।। ଆସ ମିଳିମିଶି ଖୁସି ବାଣ୍ଟିବା
ଦାମୋଦପୁର ଯୁବକ ସଂଘ।। Damodarpur,, Cuttack।।।

02/06/2026

Umesh Khatua

02/06/2026
ଆମ ଗାଁ Cricket match 🏏session-5।। ମା ବିଳ।ଶୁଣି ଯୁବକ ସଂଘ ପକ୍ଷରୁ ଆୟାଯୋନ ହୋଇଥିଲା ଏଇ cricket 🏏 tournament।।। Cricket match re...
01/06/2026

ଆମ ଗାଁ Cricket match 🏏session-5।। ମା ବିଳ।ଶୁଣି ଯୁବକ ସଂଘ ପକ୍ଷରୁ ଆୟାଯୋନ ହୋଇଥିଲା ଏଇ cricket 🏏 tournament।।। Cricket match re ଆମ ଗାଁ ର 3ଟି ଟିମ୍ ଖେଳରେ ଭାଗ ନେଇଥିଲେ।। ଖେଳରେ 1st champian ହେଇଥିଲେ New Club boys।।2nd runners shop ହେଇଥିଲେ Maa bilasuni youth club।।।।3rd ହେଇଥିଲେ maa Mangala Cricket club।।। ଆମ ଗାଁ ଆମ ପାଇଁ ଗର୍ବ।। ଜୟ ମା ବିଳାଶୁଣି।।

।। ଜୟ ମା ବିଳାଶୁଣି।।।।ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତିରେ।। ନୀତିଦିନ ଲୋକମାନକ ଚଲlପଥ ରେ ଲୋକମାନଙ୍କ ଶଶୋ ମେଟେଇବା ପାଇଁ।।।। ଦହି ପଣା।...
29/05/2026

।। ଜୟ ମା ବିଳାଶୁଣି।।।।ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତିରେ।। ନୀତିଦିନ ଲୋକମାନକ ଚଲlପଥ ରେ ଲୋକମାନଙ୍କ ଶଶୋ ମେଟେଇବା ପାଇଁ।।।। ଦହି ପଣା।।। ଟିଏ।। Maa ବିଳାଶୁଣି ଯୁବକ ସଂଘ।।

ଜୟ ମା ବିଳାଶୁଣି ।। ‼️ଜୟ ମା ସରସ୍ୱତୀ 🙏 ମା ଙ୍କ ଅଶ୍ରୀବାଦ ରୁ ମା ଙ୍କ ଦ୍ୱାରା ହେଉଥିବା ଅନୁଷ୍ଠାନ ର ପୂଜା ବହୁତ୍ ଉତ୍ସାହିତ ସହିତ ପାଳନ କର...
26/05/2026

ଜୟ ମା ବିଳାଶୁଣି ।। ‼️ଜୟ ମା ସରସ୍ୱତୀ 🙏 ମା ଙ୍କ ଅଶ୍ରୀବାଦ ରୁ ମା ଙ୍କ ଦ୍ୱାରା ହେଉଥିବା ଅନୁଷ୍ଠାନ ର ପୂଜା ବହୁତ୍ ଉତ୍ସାହିତ ସହିତ ପାଳନ କରାଯାଉଛି।। ମା ବିଳାଶୁଣି ଯୁବକ ସଂଘ।।। ଦାମୋଦର ପୁର।। କଟକ।।

New year special programme ନୂଆ ବର୍ଷର ସାଂସ୍କୃତିକ କା୍ଯ୍ୟକ୍ରମ ।
25/05/2026

New year special programme
ନୂଆ ବର୍ଷର ସାଂସ୍କୃତିକ କା୍ଯ୍ୟକ୍ରମ ।

Address

Damodar Pur Cuttack
Cuttack

Website

Alerts

Be the first to know and let us send you an email when Maa ବିଳାଶୁଣି ଯୁବକ ସଂଘ।।।ଦାମୋଦର ପୁର।। posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share