CMTrophyOdisha

CMTrophyOdisha Contact information, map and directions, contact form, opening hours, services, ratings, photos, videos and announcements from CMTrophyOdisha, Sports League, Odisha, Bhubaneswar.

ରାଜ୍ୟ ସ୍ତରୀୟ ଆୟୋଜିତ ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତା ସମଗ୍ର ରାଜ୍ୟରେ ସଫଳ ଭାବରେ ଆଗେଇ ଚାଲିଛି |
26/04/2026

ରାଜ୍ୟ ସ୍ତରୀୟ ଆୟୋଜିତ ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତା ସମଗ୍ର ରାଜ୍ୟରେ ସଫଳ ଭାବରେ ଆଗେଇ ଚାଲିଛି |

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଭଲିବଲ୍ ପ୍ରତିଯୋଗିତାରେ ଖେଳାଳିମାନେ ଚିତ୍ତାକର୍ଷକ ପ୍ରଦର୍ଶନ କରୁଛନ୍ତି |
26/04/2026

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଭଲିବଲ୍ ପ୍ରତିଯୋଗିତାରେ ଖେଳାଳିମାନେ ଚିତ୍ତାକର୍ଷକ ପ୍ରଦର୍ଶନ କରୁଛନ୍ତି |

ରାଜ୍ୟବ୍ୟାପୀ ଚାଲିଥିବା ସିଏମ୍ ଟ୍ରଫି ୨.୦ ଭଲିବଲ୍ ପ୍ରତିଯୋଗିତାର କିଛି ଦୃଶ୍ୟ ।
24/04/2026

ରାଜ୍ୟବ୍ୟାପୀ ଚାଲିଥିବା ସିଏମ୍ ଟ୍ରଫି ୨.୦ ଭଲିବଲ୍ ପ୍ରତିଯୋଗିତାର କିଛି ଦୃଶ୍ୟ ।

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତାରେ ଖେଳାଳିମାନେ ଦୃଢ଼ ମନୋବଳ ସହ ଉନ୍ନତମାନର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି।
24/04/2026

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତାରେ ଖେଳାଳିମାନେ ଦୃଢ଼ ମନୋବଳ ସହ ଉନ୍ନତମାନର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି।

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଭଲିବଲ୍ ପ୍ରତିଯୋଗିତାରେ ତୃଣମୂଳସ୍ତରର ପ୍ରତିଯୋଗୀଙ୍କ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳୁଛି।...
23/04/2026

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଭଲିବଲ୍ ପ୍ରତିଯୋଗିତାରେ ତୃଣମୂଳସ୍ତରର ପ୍ରତିଯୋଗୀଙ୍କ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳୁଛି।

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତାରେ ଖେଳାଳିମାନେ ଚିତ୍ତାକର୍ଷକ ପ୍ରଦର୍ଶନ କରୁଛନ୍ତି ।
23/04/2026

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତାରେ ଖେଳାଳିମାନେ ଚିତ୍ତାକର୍ଷକ ପ୍ରଦର୍ଶନ କରୁଛନ୍ତି ।

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତାରେ ଖେଳାଳିମାନେ ରୋମାଞ୍ଚକର ପ୍ରଦର୍ଶନ କରୁଛନ୍ତି ଏବଂ ଏହି ପ୍ରତିଯୋଗିତା ମାଧ୍ୟମରେ ରାଜ...
22/04/2026

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତାରେ ଖେଳାଳିମାନେ ରୋମାଞ୍ଚକର ପ୍ରଦର୍ଶନ କରୁଛନ୍ତି ଏବଂ ଏହି ପ୍ରତିଯୋଗିତା ମାଧ୍ୟମରେ ରାଜ୍ୟରେ ଫୁଟବଲ୍ ଖେଳର ଉନ୍ନତି ଘଟୁଛି।

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଭଲିବଲ୍ ପ୍ରତିଯୋଗିତାରେ ଖେଳାଳିମାନେ ଚିତ୍ତାକର୍ଷକ ପ୍ରଦର୍ଶନ କରୁଛନ୍ତି ଏବଂ ଚୟନ ପ୍ରକ୍ରିୟାରେ ସାମିଲ ହେବା...
22/04/2026

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଭଲିବଲ୍ ପ୍ରତିଯୋଗିତାରେ ଖେଳାଳିମାନେ ଚିତ୍ତାକର୍ଷକ ପ୍ରଦର୍ଶନ କରୁଛନ୍ତି ଏବଂ ଚୟନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି।

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତାର ଆୟୋଜନ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକରେ ଜାରି ରହିଛି। ପଡ଼ିଆରୁ ପୋଡ଼ିଅମ୍ ପର୍ଯ୍ୟ...
21/04/2026

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତାର ଆୟୋଜନ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକରେ ଜାରି ରହିଛି। ପଡ଼ିଆରୁ ପୋଡ଼ିଅମ୍ ପର୍ଯ୍ୟନ୍ତ ଯାତ୍ରା ପାଇଁ ଯୁବ ପ୍ରତିଭାମାନେ ଅନେକ ଉତ୍ସାହର ସହ ରୋମାଞ୍ଚକର ଖେଳ ପ୍ରଦର୍ଶନ କରୁଛନ୍ତି। 📸

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଭଲିବଲ୍ ପ୍ରତିଯୋଗିତାରେ ଖେଳାଳିମାନେ ଦୃଢ଼ ମନୋବଳ ସହ ଉନ୍ନତମାନର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି।
21/04/2026

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଭଲିବଲ୍ ପ୍ରତିଯୋଗିତାରେ ଖେଳାଳିମାନେ ଦୃଢ଼ ମନୋବଳ ସହ ଉନ୍ନତମାନର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି।

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଫୁଟବଲ୍ ଚମ୍ପିୟାନସିପ୍ ୨୦୨୬ ସମଗ୍ର ରାଜ୍ୟରେ ସଫଳତାର ସହିତ ଆଗେଇ ଚାଲିଛି। ପ୍ରତିଯୋଗୀମାନେ ପଡ଼ିଆରେ ରୋମାଞ୍...
20/04/2026

ସିଏମ୍ ଟ୍ରଫି ୨.୦ ଆନ୍ତଃଜିଲ୍ଲା ଫୁଟବଲ୍ ଚମ୍ପିୟାନସିପ୍ ୨୦୨୬ ସମଗ୍ର ରାଜ୍ୟରେ ସଫଳତାର ସହିତ ଆଗେଇ ଚାଲିଛି। ପ୍ରତିଯୋଗୀମାନେ ପଡ଼ିଆରେ ରୋମାଞ୍ଚକର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। 📸

Address

Odisha
Bhubaneswar
751001

Website

Alerts

Be the first to know and let us send you an email when CMTrophyOdisha posts news and promotions. Your email address will not be used for any other purpose, and you can unsubscribe at any time.

Share

Category