Begunia Block

Begunia Block Begunia Block sports, politics, education etc

22/09/2025
22/09/2025

ଭାରତୀୟ ଡାକଘର, ବେଗୁନିଆ
ଏହି ଡାକଘରର ଅବସ୍ଥା ପ୍ରକୃତରେ ଦୟନୀୟ ଏବଂ ସାଧାରଣ ଲୋକଙ୍କ ପାଇଁ ଉପଯୁକ୍ତ ନୁହେଁ। ଲୋକମାନେ ପ୍ରତିଦିନ ଏହା ଉପରେ ନିର୍ଭର କରନ୍ତି, ତଥାପି ଭିତ୍ତିଭୂମି ଭୁଶୁଡ଼ି ପଡ଼ୁଛି। ଆମେ ସମ୍ପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ସରକାରଙ୍କୁ ବିନମ୍ରତାର ସହିତ ଅନୁରୋଧ କରୁଛୁ ଯେ ଦୟାକରି ତୁରନ୍ତ ପଦକ୍ଷେପ ନିଅନ୍ତୁ ଏବଂ ଶୀଘ୍ର ଏକ ଉପଯୁକ୍ତ କୋଠା ନିର୍ମାଣ କରନ୍ତୁ। 🙏

#ଓଡିଶାସରକାର #ଓଡିଶାବିକାଶ #ବେଗୁନିଆ #ଜନସେବା #କାର୍ଯ୍ୟାନୁଷ୍ଠାନ #ସମସ୍ତଙ୍କ ପାଇଁ ବିକାଶ #ଭିତ୍ତିଭୂମି ବିଷୟ #ଓଡିଶା

Indian Post Office, Begunia
The condition of this post office is truly pathetic and not suitable for the public. People rely on it every day, yet the infrastructure is crumbling. We humbly request the concerned Development Authorities and Odisha Govt to kindly take immediate action and construct a proper building at the earliest. 🙏

ବେଗୁନିଆ ଡାକ୍ତରଖାନା ସମ୍ମୁଖରେ ଦିବା 10 ଘଂଟିକା ସମୟରୁ ଆରମ୍ଭ ହେବ | ରାଜନୈତିକ ଉର୍ଦ୍ଧରେ ଦଳଗତ ନିର୍ବିଶେଷରେ   ଏହି ଗଣଧାରଣାରେ ଯୋଗଦେଇ ଏ...
19/05/2023

ବେଗୁନିଆ ଡାକ୍ତରଖାନା ସମ୍ମୁଖରେ ଦିବା 10 ଘଂଟିକା ସମୟରୁ ଆରମ୍ଭ ହେବ | ରାଜନୈତିକ ଉର୍ଦ୍ଧରେ ଦଳଗତ ନିର୍ବିଶେଷରେ ଏହି ଗଣଧାରଣାରେ ଯୋଗଦେଇ ଏକସ୍ୱରରେ ଡାକ୍ତରଖାନା (CHC)ପାଇଁ ଦାବୀ ଜଣାଇ ଉକ୍ତ ମହାସଂଗ୍ରାମରେ ନିଜକୁ ସାମିଲ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ବିନମ୍ର ନିବେଦନ | 🙏🙏🙏

21/01/2022



ଅମଜାଦ ଖାଁ (ଶୁନୁ)
(ଜିଲ୍ଲା ପରିଷଦ ପ୍ରାର୍ଥୀ )

ଦୁର୍ନୀତିକୁ ହଟାଇବା ପାଇଁ, ବିକାଶ ପାଇଁ, ପରିବର୍ତ୍ତନ ପାଇଁ।
ବେଗୁନିଆ ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ।
ଭାରତୀୟ ଜାତୀୟ କଂଗ୍ରେସର ୨୩ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ।
ଯୁବନେତାଙ୍କୁ ସମର୍ଥନ ସହିତ ଭୋଟ ଦେବା ପାଇଁ ଅନୁରୋଧ ...

07/06/2021
26/03/2020

ଏହି ଘଡି ସନ୍ଧି ସମୟରେ ଦଶଟି ମିଥ୍ୟା ଗୁଜବ ରୁ ସାବଧାନ ରୁହନ୍ତୁ ।

୧)ଇଟାଲୀର ସହରରେ ଅନେକ ଶବ ର ଦୃଶ୍ୟ ।
ସତ୍ୟତା-ଏହା ଏକ ଫିଲ୍ମ କଣ୍ଟେଜୀଅନ ର ଦୃଶ୍ୟ ଅଟେ ।

୨)ଜିଓ ର 498/- ଟଙ୍କା ର ଫ୍ରି ରିଚାର୍ଜ ।
ସତ୍ୟତା-କମ୍ପାନୀ ଏଭଳି କିଛି ଘୋଷଣା କରିନାହିଁ ।

୩)ଅନେକ ଲୋକ ଭୁମିରେ ପଡି ଚିତ୍କାର କରି ସହାୟତା ମାଗିବାର ଦୃଶ୍ୟ
ସତ୍ୟତା-ଏହା 2014 ମସିହାର ଏକ ଚିତ୍ର ପ୍ରଦର୍ଶନୀ ର ଦୃଶ୍ୟ ଅଟେ ।

୪)ଡକ୍ଟର ରମେଶ ଗୁପ୍ତା ଙ୍କ ଜନ୍ତୁ ବିଜ୍ଞାନ ବହି ରେ କରୋନା ର ଚିକିତ୍ସା ଅଛି ।
ସତ୍ୟତା-ନାହିଁ

୫)ମେଦାନ୍ତା ହସ୍ପିଟାଲ ର ଡକ୍ଟର ନରେଶ ତ୍ରେହାନ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା ର ଅପିଲ କରିବା ।
ସତ୍ୟତା-ଡକ୍ଟର ତ୍ରେହାନ କୋୖଣସି ଅପିଲ ସେମିତି କୌଣସି ଅପିଲ କରିନାହାନ୍ତି ।

୬)ଏକ ଦମ୍ପତ୍ତି ଯେଉଁମାନେ 134 ଲୋକଙ୍କ ଚିକିତ୍ସା କରି ନିଜେ ସଂକ୍ରମଣ ର ଶିକାର ହେଲେ ।
ସତ୍ୟତା-ଏହା କୌଣସି ଡକ୍ଟର ଯୋଡ଼ି ର ନୁହେଁ ବରଂ ଏୟାରପୋର୍ଟ ର ଏକ ଯୋଡ଼ି ର ଅଟେ ।

୭)କୋଭିଡ 19 ର ଔଷଧ ।
ସତ୍ୟତା-ଏହା ଔଷଧ ନୁହେଁ ପରୀକ୍ଷା କରିବା ସାମଗ୍ରୀ ଅଟେ ।

୮)କରୋନା ଭାଇରସ ର ଜୀବନ 12 ଘଣ୍ଟା ପର୍ଯ୍ୟନ୍ତ ।
ସତ୍ୟତା-3 ଘଣ୍ଟା ରୁ 9 ଦିନ ପର୍ଯ୍ୟନ୍ତ ।

୯)ରୁଷ ରେ ରାସ୍ତାରେ 500 ସିଂହ ବୁଲିବା ।
ସତ୍ୟତା-ଏହା ଏକ ଚଳଚ୍ଚିତ୍ର ର ଦୃଶ୍ୟ ଅଟେ ।

୧୦)ଇଟାଲୀର କବର ଵାଲା ଦୃଶ୍ୟ ।
ସତ୍ୟତା-ଏହା ୭ ବର୍ଷ ପୁରୁଣା ଏକ ଦୁର୍ଘଟଣାର ଦୃଶ୍ୟ ଅଟେ ଓ ଏହାର କରୋନା ସହିତ କିଛି ସମ୍ବନ୍ଧ ନାହିଁ ।

ବନ୍ଧୁଗଣ ମିଥ୍ୟା ଗୁଜବ ବିଶ୍ୱାସ କରି ଧର୍ଯ୍ୟ ହରାନ୍ତୁ ନାହିଁ ।ଏହି ପୋଷ୍ଟ କୁ ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ । ଆପଣଙ୍କ ବିବେକ ଓ ଧର୍ଯ୍ୟ ହିଁ ଆପଣଙ୍କ ସାଥୀ ଅଟେ ।ଭଗବାନ,ସରକାର, ପ୍ରଶାସନ ଉପରେ ଭରସା ରଖନ୍ତୁ ।
ଘରେ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ ।

26/03/2020

Social distance is very important 🙏🏼

26/03/2020

Obey the curfew and stay safe from coronavirus.

Address

Begunia
Begunia

Alerts

Be the first to know and let us send you an email when Begunia Block posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Begunia Block:

Share