Mj Dhyanchand Memorial Trust -Banaigarh

Mj Dhyanchand Memorial Trust -Banaigarh sports

ପୂର୍ବତନ ଜାତୀୟ ମହିଳା ହକୀ ଦଳ ର ଅଧିନାୟକ ବର୍ତମାନ ଜାତୀୟ ମହିଳା ହକୀ ଦଳର ଚୟନ ଦାଇତ୍ୱ ବହନ କରିଥିବା Subhadra Pradhan ଙ୍କ ଜନ୍ମଦିନ ଉପଲ...
05/06/2026

ପୂର୍ବତନ ଜାତୀୟ ମହିଳା ହକୀ ଦଳ ର ଅଧିନାୟକ ବର୍ତମାନ ଜାତୀୟ ମହିଳା ହକୀ ଦଳର ଚୟନ ଦାଇତ୍ୱ ବହନ କରିଥିବା Subhadra Pradhan ଙ୍କ ଜନ୍ମଦିନ ଉପଲକ୍ଷେ ସମସ୍ତ ଖେଳ ପ୍ରମୀ ଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା 💐ଅଭିନନ୍ଦନ 🙏🏑🏑

ଓଡିଶା ର ହକୀ ମହିଳା ତାରକା Olympian Namita Tappo ଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଓଡ଼ିଶା ର ସମସ୍ତ ଖେଳ ପ୍ରେମୀ ଙ୍କ ତରଫରୁ ଅନେକ ଅନେକ ଶୁ...
04/06/2026

ଓଡିଶା ର ହକୀ ମହିଳା ତାରକା Olympian Namita Tappo ଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଓଡ଼ିଶା ର ସମସ୍ତ ଖେଳ ପ୍ରେମୀ ଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ 💐🏑🏑🏑

Summer Hockey Coaching Camp
28/05/2026

Summer Hockey Coaching Camp

23/05/2026

ସୁନ୍ଦରଗାଡ଼ ଜିଲ୍ଲା ର ସ୍ବିଟି କୁଜୁର ୧୮ ବର୍ଷ ରୁ କମ୍ ଭାରତୀୟ ମହିଳା ଦଳ ର ଅଧିନାୟକ l ସମସ୍ତ ହକୀ ପ୍ରେମୀ ଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା 💐🏑🏑l

06/02/2026
Happy Birthday Salima Tete
27/12/2025

Happy Birthday Salima Tete

Jindal foundation Grassroot Girl's Hockey championship ବଣାଇ ହକୀ ଟ୍ରେନିଂ ସେଣ୍ଟର ରେ ଅଯୋଜିତ ହକୀ ପ୍ରତିଯୋଗିତା ରେ  ସୁନ୍ଦରଗଡ଼ ଜ...
26/12/2025

Jindal foundation Grassroot Girl's Hockey championship ବଣାଇ ହକୀ ଟ୍ରେନିଂ ସେଣ୍ଟର ରେ ଅଯୋଜିତ ହକୀ ପ୍ରତିଯୋଗିତା ରେ ସୁନ୍ଦରଗଡ଼ ଜିଲ୍ଲାର ଆଠଟି ବ୍ଲକ ର ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ l

Jadugar 🏑🏑🏑
03/12/2025

Jadugar 🏑🏑🏑

Happy Birthday 💐
03/12/2025

Happy Birthday 💐

Address

Banei
770041

Telephone

+919438718351

Website

Alerts

Be the first to know and let us send you an email when Mj Dhyanchand Memorial Trust -Banaigarh posts news and promotions. Your email address will not be used for any other purpose, and you can unsubscribe at any time.

Share

Category