Habitcoach Sraban

Directions Website

Habitcoach Sraban 🌿 Lifestyle as Medicine
💚 Transforming health through daily habits
🧑🏻‍💻 1:1 health consultation
📩 DM "COACH" to start your health journey

5 popular indian breakfast that increase blood sugar rapidly
07/11/2026

5 popular indian breakfast that increase blood sugar rapidly

06/11/2026

ଆପଣଙ୍କ ଶରୀର ଦେଉଛି କି ଏହି ୪ଟି Warning Signs? ⚠️
1️⃣ ଅଳ୍ପ କାମରେ ଥକିଯିବା
2️⃣ ଖାଇବା ପରେ ତୁରନ୍ତ ଝାଡ଼ା ହେବା
3️⃣ ସବୁବେଳେ ଅଳସୁଆ ଲାଗିବା
4️⃣ ଦୈନନ୍ଦିନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ହେବା

ଏହାର ପଛରେ ପୋଷଣର ଅଭାବ, ନିଦ୍ରା ସମସ୍ୟା କିମ୍ବା ଅନ୍ୟ Health Issues ଥାଇପାରେ।

05/11/2026

😍 Diabetes ଥିଲେ ଗୁପଚୁପ ଖାଇପାରିବେ କି?

ଉତ୍ତର ହେଉଛି YES! କିନ୍ତୁ କେତେ ପରିମାଣରେ ଖାଉଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ।

ଆସନ୍ତୁ ଜାଣିବା କିଛି ତଥ୍ୟ 👇

📌 ୧. କେତେ କ୍ୟାଲୋରୀ ଥାଏ?

- ୧ଟି ପାନିପୁରୀରେ ପ୍ରାୟ ୩୫–୫୦ କ୍ୟାଲୋରୀ ଥାଇପାରେ।
- ୬ଟି ପାନିପୁରୀରେ ପ୍ରାୟ ୨୧୦–୩୦୦ କ୍ୟାଲୋରୀ ହୋଇପାରେ।

📌 ୨. କାର୍ବୋହାଇଡ୍ରେଟ୍ କେତେ?
ଗୋଟିଏ ପାନିପୁରୀରେ ପ୍ରାୟ ୬–୮ ଗ୍ରାମ୍ କାର୍ବୋହାଇଡ୍ରେଟ୍ ଥାଇପାରେ। ଅଧିକ ଖାଇଲେ ବ୍ଲଡ୍ ସୁଗାର୍ ବଢ଼ିପାରେ।

📌 ୩. Glycemic Load (GL) କ'ଣ?
ଏହା ଖାଦ୍ୟର Glycemic Index ସହିତ ଆପଣ କେତେ ପରିମାଣରେ ଖାଉଛନ୍ତି, ତାହାକୁ ମଧ୍ୟ ବିଚାର କରେ। ଅଧିକ ଖାଇଲେ blood sugar spike କରି ପାରେ

📌 ୪. କେତୋଟି ଖାଇପାରିବେ?
ଏକ ସାଧାରଣ ଆରମ୍ଭିକ portion ଭାବେ ୨–୩ଟି ଛୋଟ ପାନିପୁରୀ ବାଛିପାରନ୍ତି। ଏହା ସମସ୍ତଙ୍କ ପାଇଁ ନିର୍ଦ୍ଦିଷ୍ଟ ସୁରକ୍ଷିତ ପରିମାଣ ନୁହେଁ।

📌 ୫. କିପରି ଖାଇବେ?
✅ ମିଠା ଚଟଣି ଏଡ଼ାନ୍ତୁ।
✅ ଆଳୁ କମ୍ ଏବଂ ଚଣା ବା ମୁଗ ଅଧିକ ରଖନ୍ତୁ।
✅ ଅଧିକ ତେଲିଆ ପୁରି ଏଡ଼ାନ୍ତୁ।
✅ ନିଜର ବ୍ଲଡ୍ ସୁଗାର୍ ରେସପନ୍ସ ଉପରେ ଧ୍ୟାନ ଦିଅନ୍ତୁ।

❤️ ମନେ ରଖନ୍ତୁ: Diabetes ଥିଲେ ସବୁ ପ୍ରିୟ ଖାଦ୍ୟ ବନ୍ଦ କରିବା ଜରୁରୀ ନୁହେଁ�

04/11/2026

ଗୋଟିଏ ଦିନର Blood Sugar Report ଦେଖି Diabetes Control ହୋଇଗଲା ବୋଲି ଭାବୁଛନ୍ତି କି? 🤔

Fasting ଓ PP Blood Sugar କମ୍ ଆସିବା ଭଲ କଥା। କିନ୍ତୁ ଏହା ଦ୍ୱାରା Diabetes ପୂରା Control ହୋଇଗଲା ବୋଲି ଜାଣିହେବ ନାହିଁ।

✅ ନିୟମିତ Blood Sugar ମାପନ୍ତୁ।
✅ ଡାକ୍ତରଙ୍କ ପରାମର୍ଶ ଅନୁସରଣ କରନ୍ତୁ।
✅ HbA1c Test କରାଇ ଗତ ୨-୩ ମାସର ହାରାହାରି Blood Sugar ଜାଣନ୍ତୁ।

ମନେ ରଖନ୍ତୁ, Diabetes Management ଏକ ନିୟମିତ ପ୍ରକ୍ରିୟା।
📌 ଏହି Post କୁ Save କରନ୍ତୁ ଓ Diabetes ଥିବା ଲୋକଙ୍କ ସହ Share କରନ୍ତୁ।

4 good habits to keep diabetes away ...
03/11/2026

4 good habits to keep diabetes away ...

02/11/2026

Critical health complication of prolonged Diabetes

31/10/2026

Magical drink to detox the Liver

30/10/2026

❌ ବିଳମ୍ବରେ ଉଠିବା
❌ ଠିକ୍ ସମୟରେ ନଶୋଇବା
❌ Unhealthy Diet
❌ Exercise ନ କରିବା
ଏବେଠାରୁ ଗୋଟିଏ ପରେ ଗୋଟିଏ ଅଭ୍ୟାସ ବଦଳାନ୍ତୁ।
✅ ନିଜର ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ।
✅ Regular Exercise କରନ୍ତୁ।
✅ Sleep Routine ଠିକ୍ କରନ୍ତୁ।
ଆଜିଠାରୁ ନିଜ Health ପାଇଁ ଗୋଟିଏ ଛୋଟ ପଦକ୍ଷେପ ନିଅନ୍ତୁ।
❤️ ଆପଣଙ୍କ Health ଆପଣଙ୍କ ହାତରେ!
📌 Save କରନ୍ତୁ ଏବଂ ନିଜ ପରିବାର ସହ Share କରନ୍ତୁ।

Address

Balasore

Alerts

Be the first to know and let us send you an email when Habitcoach Sraban posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share