Maa Baruhan Sports Club

Maa Baruhan Sports Club Official page of MAA BARUHAN SPORTS CLUB BALABHADRAPUR SALAPADA OUPADA BALASORE well come Our Players Playing Best ��������������

  ଭଲିବଲ୍ ଟୁର୍ଣ୍ଣାମେଣ୍ଟ କୁ ସମସ୍ତଙ୍କୁ ସ୍ଵାଗତ..🙏
20/11/2025


ଭଲିବଲ୍ ଟୁର୍ଣ୍ଣାମେଣ୍ଟ କୁ ସମସ୍ତଙ୍କୁ ସ୍ଵାଗତ..🙏

ଜୟ ଜଗନ୍ନାଥ...🙏🙏ଆମ କ୍ଲବ ର ସମସ୍ତ ସଦସ୍ୟ ମାନଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚାହୁଁଚି କି ଏକ ଦୁଃଖର ବିଷୟ ଅମର *କ୍ଲବ ର ସଦସ୍ୟ ଏବଂ ସାନଭାଇ...
05/08/2025

ଜୟ ଜଗନ୍ନାଥ...🙏🙏
ଆମ କ୍ଲବ ର ସମସ୍ତ ସଦସ୍ୟ ମାନଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚାହୁଁଚି କି ଏକ ଦୁଃଖର ବିଷୟ ଅମର *କ୍ଲବ ର ସଦସ୍ୟ ଏବଂ ସାନଭାଇ #ଲକ୍ଷ୍ମୀଧର_ବେହେରା (ଗଣେଶ) ଯିଏକି କିଛି ଦିନ ହେବ #କ୍ଯାନ୍ସରରେ ପୀଡିତ ଥିଲେ ବର୍ତ୍ତମାନ ସିଏ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି l ବର୍ତ୍ତମାନ ତାଙ୍କର ଅବସ୍ତା ଭଲ ନାହିଁ ଏବଂ ଆର୍ଥିକ ଅବସ୍ତା ମଧ୍ଯ ଭଲ ନାହିଁ l ତାଙ୍କର ଟ୍ରିଟମେଣ୍ଟ ଏବେ ମୁମ୍ବାଇ ସ୍ଥିତଃ #ଟାଟା_ମେମୋରିଆଲ_ହସ୍ପିଟାଲ ହେବ ଏବଂ ସେ ଆସନ୍ତାକାଲି ଯିବେ ବୋଲି ସ୍ଥିର ହୋଇଛି l ତାଙ୍କ ପରିବାର ପାଖେ ଏହି ଟ୍ରିଟମେଣ୍ଟ ପାଇଁ ପଇସା ନାହିଁ l ତେଣୁ ସମସ୍ତଙ୍କୁ ଅନୁରୋଧ ଗଣେଶ କୁ କିଛି କିଛି ନିଜ ସକ୍ଷମ ଅନୁଶାରେ ସାହାଯ୍ୟ ର ହାତ ବଢନ୍ତୁ ଏବଂ ଆମର ଏହି ସାନଭାଇ ଟିର ଜୀବନ ବଞ୍ଚାଇବା ପାଇଁ ସହଯୋଗ କରନ୍ତୁ....🙏🙏🙏🙏

AC. 35044385604
IFC.SBIN0006418
Phonepe / Google pay
8917292005
Laxmidhara Behera

Happy Makar Sankranti to all 🙏💌
14/01/2025

Happy Makar Sankranti to all 🙏💌

06/01/2025
Happy new year to all
01/01/2025

Happy new year to all

23/10/2024

*TOLL-FREE NUMBER FOR CYCLONE DANA, (TOLL FREE-1077)*

1. BALASORE- CONTROLL ROOM-06782-262286, 06782-261077
2. MAYURBHANJA- CONTROLL ROOM-06792-252759, 06792-252941
3. BHADRAK-CONTROLL ROOM-06784-251881
4. JAJPUR- CONTROLL ROOM-06728-222648
5. KENDRAPADA- CONTROLL ROOM-06727-232803
6. KEONJHAR- CONTROLL ROOM-06766-255437
7. JAGATSINGHPUR- CONTROLL ROOM-06724-220368
8. CUTTACK- CONTROLL ROOM-0671-2507842
9. DHENKANAL- CONTROLL ROOM-06762-226507,06762-221376
10. ANGUL- CONTROLL ROOM-06764-230980
11. PURI- CONTROLL ROOM-06752-223237
12. KHURDA- CONTROLL ROOM-06755-220002
13. GANJAM- CONTROLL ROOM-06811-263978
14. NAYAGADA- CONTROLL ROOM-06753-252978
15. BMC (BBSR) TOLL FREE NUMBER-1929

ଦୟାକରି କିଛି କିଛି ସାହାଜ୍ୟର ହାତ ବଢlନ୍ତୁ ଯେମିତି ଏହି କୁନି ଝିଅଟି ଶୀଘ୍ର ସୁସ୍ଥ ହୋଇ ପୁଣି ପାଠ ପଢ଼ିପାରିବ....🙏🙏🙏🙏
16/09/2024

ଦୟାକରି କିଛି କିଛି ସାହାଜ୍ୟର ହାତ ବଢlନ୍ତୁ ଯେମିତି ଏହି କୁନି ଝିଅଟି ଶୀଘ୍ର ସୁସ୍ଥ ହୋଇ ପୁଣି ପାଠ ପଢ଼ିପାରିବ....🙏🙏🙏🙏

Please share as much as possible to find the missing boy....🙏🙏🙏🙏
08/09/2024

Please share as much as possible to find the missing boy....🙏🙏🙏🙏

Address

Kantabania Soro
Balasore
756049

Telephone

+918637475263

Website

Alerts

Be the first to know and let us send you an email when Maa Baruhan Sports Club posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Maa Baruhan Sports Club:

Share

Category