01/09/2026
🔥 ଖାଇବା ପରେ ତଣ୍ଟି ଜଳୁଛି? ପେଟ ଭାରି ଲାଗୁଛି? ଛାତିରେ heaviness ଅନୁଭବ ହେଉଛି?
ଏହି symptoms ଗୁଡ଼ିକ Acid Reflux ସହିତ ଜଡ଼ିତ ହୋଇପାରେ।
ଆପଣଙ୍କୁ କହିଥିବା alkaline water ଘରେ କେମିତି ବନାଇବେ? 👇
🥤 Alkaline Water Recipe
👉 ୧ ଲିଟର ପାଣି ନିଅନ୍ତୁ
👉 ସେଥିରେ ୨ ଚାମଚ Pink Salt ମିଶାନ୍ତୁ
👉 ତାପରେ ୧ ଚାମଚ Baking Soda ମିଶାନ୍ତୁ
👉 ଭଲ ଭାବରେ mix କରନ୍ତୁ
⚠️ ଏକ କଥା ମନେ ରଖନ୍ତୁ: Baking soda ଓ ଅଧିକ sodium ନିୟମିତ ଭାବରେ ଖାଇବା ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ। Acid reflux ପାଇଁ ଏହାକୁ proven treatment ଭାବରେ ଧରନ୍ତୁ ନାହିଁ। ଲଗାତାର symptoms ରହିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଏହି postଟି ଜଣେଇବାକୁ ଯାହାଙ୍କ ଦରକାର, ତାଙ୍କ ସହ SHARE କରନ୍ତୁ ❤️