The Sports Today

  • Home
  • The Sports Today

The Sports Today EXCLUSIVE SPORTS DIGITAL PLATFORM

31/05/2026

#ଖେଳ ହେଲା, ଜମିଲା ମାହୋଲ !
​ #ଚୌକା-ଛକାର ବର୍ଷା, ଦେଖିବାକୁ ମିଳିବ ହାଇ-ଭୋଲ୍ଟେଜ୍ ମ୍ୟାଚ୍ !
​ #ମଇଦାନ ପ୍ରସ୍ତୁତ, ଖେଳାଳି ବି ପ୍ରସ୍ତୁତ ! କିଏ ହେବ ଚଳିତ ସିଜନର ଚାମ୍ପିଅନ୍ ?
#ବରମୁଣ୍ଡା ପଡ଼ିଆରେ ଡିଜିଟାଲ ମିଡିଆ ଦ୍ୱାରା ଆୟୋଜିତ ଧମାକା କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟ ଉଦଘାଟନ କଲେ ବିଧାୟକ ଅରୁଣ ସାହୁ !


30/05/2026

#ସରକାର ଓ ମନ୍ତ୍ରୀଙ୍କ ଠାରୁ ମିଳିଥିବା ଏହି ପ୍ରୋତ୍ସାହନ ମତେ ଦେଶ ପାଇଁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେବ : ପାୟଲ ନାଗ

29/05/2026

#ଆଜି IPL ମହାସମରର ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ୍‌ !
#ବିଜୟୀ ଦଳକୁ ମିଳିବ ଫାଇନାଲ ଟିକେଟ୍‌ !
#ଯୁଵ କ୍ରାଡା ସାମ୍ବାଦିକ ଶକ୍ତି ଓ ଵିମଳଙ୍କ ଗପ ସପ୍ .... !


29/05/2026

#ମଇ ୩୦ରୁ କେଟି ଗ୍ଲୋବାଲ୍ ସ୍କୁଲ, ଖୋର୍ଦ୍ଧାରେ ଜୁନିଅର ଜାତୀୟ କିକ୍ ବକ୍ସିଂ ଚାମ୍ପିଅନସିପ୍ - ୨୦୨୬ !

 #ପୁରୀ ବେଳାଭୂମିରେ IPL ଇତିହାସ ରଚିଥିବା Vaibhav Sooryavanshiଙ୍କୁ ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ  !
29/05/2026

#ପୁରୀ ବେଳାଭୂମିରେ IPL ଇତିହାସ ରଚିଥିବା Vaibhav Sooryavanshiଙ୍କୁ ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ !

24/05/2026

#ଓଡ଼ିଶାର ଗର୍ବ ‘ହକି’ : ସୁନ୍ଦରଗଡ଼ରୁ ନିକିତାଙ୍କ ସଫଳତାର କାହାଣୀ !
#ନିକିତାଙ୍କ ସହ ସ୍ୱତନ୍ତ୍ର ଆଲୋଚନା !


23/05/2026

#୩୧ତମ ଜାତୀୟ ଉପକନିଷ୍ଠ ବେସ୍‌ବଲ୍‌ ପ୍ରତିଯୋଗିତା ରବିବାରଠାରୁ କିସ୍‌ ବିଶ୍ବବିଦ୍ୟାଳୟଠାରେ ଖେଳାଯିବ। ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୦ ବାଳକ ଓ ୧୮ ବାଳିକା ଦଳ ସହ ମୋଟ ୩୮ଟି ଟିମ୍‌ ଅଂଶଗ୍ରହଣ କରିବେ !



23/05/2026

#ରାଜ୍ୟର ଅଧିକରୁ ଅଧିକ ପିଲା ବେସ୍‌ବଲ୍‌ ବିଦେଶୀ ଖେଳ ସହ ଯୋଡ଼ି ହେବେ ବୋଲି ଆଶା : ପଙ୍କଜ ଲୋଚନ ମହାନ୍ତି (ABFI)


!( )

Address

GA/30, IRC VILLAGE, JAYADEV VIHAR, BHUBANESWAR

751013

Alerts

Be the first to know and let us send you an email when The Sports Today posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Sports Today:

  • Want your business to be the top-listed Gym/sports Facility?

Share