Padampur Athletic Accociation

Padampur Athletic Accociation Contact information, map and directions, contact form, opening hours, services, ratings, photos, videos and announcements from Padampur Athletic Accociation, Sports Event, Padampur.

 ପଦ୍ମପୁର ଏଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ରେ 4ଦିନ ଧରି ଚାଲିଥିବା ପ୍ରଥମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ  ର ଫାଇନାଲ ମ୍ୟାଚ ରେ କୁଚିଣ୍ଡ...
17/10/2023


ପଦ୍ମପୁର ଏଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ରେ 4ଦିନ ଧରି ଚାଲିଥିବା ପ୍ରଥମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ କୁଚିଣ୍ଡା ଦଳ ସମ୍ବଲପୁର ଦଳ କୁ 4ଟି ଗୋଲ ରେ ହରାଇ ବିଜୟ ହୋଇଛି l ଏହି ଟୁର୍ନାମେଣ୍ଟ କୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଯୁବବନ୍ଧୁ, ଅଫିସିଆଲ ଷ୍ଟାଫ, ସାମ୍ବାଦିକ ବନ୍ଧୁ,ଟେଣ୍ଟ ଷ୍ଟାଫ,ସମସ୍ତ ଅତିଥି ଓ ବିଶେଷ ଭାବରେ ସମସ୍ତ ଜନସାଧାରଣ ଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ l ଆଗାମୀ ଦିନରେ ରେ ମଧ୍ୟ୍ୟ ପଦ୍ମପୁର ଏଥେଲେଟିକ ଏସୋସିଏସନ ତରଫରୁ ଆମ ଅଞ୍ଚଳ କ୍ରୀଡା କ୍ଷେତ୍ର ରେ ଖେଳାଳି ମାନଙ୍କୁ ଆଗକୁ ନେବା ପାଇଁ ଅଗ୍ରଣୀ ଭୂମିକା ନେବା l

ଆଜିର ଫାଇନାଲ ଫୁଟବଲ ମ୍ୟାଚ୍ସମ୍ବଲପୁର VSକୁଚିଣ୍ଡା ସମୟ:- 3.00 pm ରାଜବୋରାସମ୍ବର ହାଇସ୍କୁଲ ଖେଳ ପଡ଼ିଆସମସ୍ତଙ୍କୁ ଅନୁରୋଧ ନିଶ୍ଚୟ ଦେଖିବା ...
15/10/2023

ଆଜିର ଫାଇନାଲ ଫୁଟବଲ ମ୍ୟାଚ୍
ସମ୍ବଲପୁର
VS
କୁଚିଣ୍ଡା
ସମୟ:- 3.00 pm
ରାଜବୋରାସମ୍ବର ହାଇସ୍କୁଲ ଖେଳ ପଡ଼ିଆ
ସମସ୍ତଙ୍କୁ ଅନୁରୋଧ ନିଶ୍ଚୟ ଦେଖିବା ପାଇଁ ଆସିବେ ଏବଂ ଖେଲାଳି ମାନଙ୍କୁ ଉସ୍ସାହିତ କରିବେ।

 ପଦ୍ମପୁର ଏଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ରେ ଆଜି ପ୍ରଥମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ  ଅନୁଷ୍ଠିତ ହୋଇଯାଇଛି l ଆଜି ର ମେଚରେ ସମ୍ବଲପୁ...
13/10/2023


ପଦ୍ମପୁର ଏଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ରେ ଆଜି ପ୍ରଥମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଆଜି ର ମେଚରେ ସମ୍ବଲପୁର ଓ ବିଶାଖାପାଟମ ଦୁଇଟି ଦଳ ବିଜୟୀ ହୋଇ ସେମିଫାଇନାଲ କୁ ପ୍ରବେଶ କରିଛନ୍ତି l ଆଗାମୀ ଆଉ ଦୁଇ ଦିନ ହେବାକୁ ଥିବା ଖେଳକୁ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତ ଙ୍କୁ ଅନୁରୋଧ l

 ପଦ୍ମପୁର ଏଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ରେ ଆଜି ପ୍ରଥମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ  ଅନୁଷ୍ଠିତ ହୋଇଯାଇଛି l ଆଜି ର ମେଚରେ ପଦ୍ମପୁର...
12/10/2023


ପଦ୍ମପୁର ଏଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ରେ ଆଜି ପ୍ରଥମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଆଜି ର ମେଚରେ ପଦ୍ମପୁର ଓ କୁଚିଣ୍ଡା ଦୁଇଟି ଦଳ ବିଜୟୀ ହୋଇ ସେମିଫାଇନାଲ କୁ ପ୍ରବେଶ କରିଛନ୍ତି l ଆଗାମୀ ଆଉ ତିନିଦିନ ହେବାକୁ ଥିବା ଖେଳକୁ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତ ଙ୍କୁ ଅନୁରୋଧ l

ଆଜିର ପ୍ରଥମ ଫୁଟବଲ ମ୍ୟାଚ୍ପଦ୍ମପୁରVSରାୟପୁର ସମୟ:- 2.00 pm ରାଜବୋରାସମ୍ବର ହାଇସ୍କୁଲ ଖେଳ ପଡ଼ିଆସମସ୍ତଙ୍କୁ ଅନୁରୋଧ ନିଶ୍ଚୟ ଦେଖିବା ପାଇଁ ...
12/10/2023

ଆଜିର ପ୍ରଥମ ଫୁଟବଲ ମ୍ୟାଚ୍
ପଦ୍ମପୁର
VS
ରାୟପୁର
ସମୟ:- 2.00 pm
ରାଜବୋରାସମ୍ବର ହାଇସ୍କୁଲ ଖେଳ ପଡ଼ିଆ
ସମସ୍ତଙ୍କୁ ଅନୁରୋଧ ନିଶ୍ଚୟ ଦେଖିବା ପାଇଁ ଆସିବେ ଏବଂ ଖେଲାଳି ମାନଙ୍କୁ ଉସ୍ସାହିତ କରିବେ।

11/10/2023
Field preparation for all india football tournament 2023 Dt-12.10.2023 to Dt-15.10.2023
06/10/2023

Field preparation for all india football tournament 2023
Dt-12.10.2023 to Dt-15.10.2023

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ R.B High School  Play Ground ରେ ପାଣି ଜମି ଯାଇଥିବାରୁ ପଦ୍ମପୁର ଏଥେଲେଟିକ୍ ଏସୋସିଏସନ୍ ଆନୁକୂଲ୍ୟରେ ୦...
04/10/2023

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ R.B High School Play Ground ରେ ପାଣି ଜମି ଯାଇଥିବାରୁ ପଦ୍ମପୁର ଏଥେଲେଟିକ୍ ଏସୋସିଏସନ୍ ଆନୁକୂଲ୍ୟରେ ୦୫-୧୦-୨୦୨୩ ରୁ ୦୮-୧୦-୨୦୨୩ ପର୍ଯ୍ୟନ୍ତ ହେବାକୁଥିବା ପ୍ରଥମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବର୍ଭମାନ ପାଇଁ ସ୍ଥଗିତ ରଖାଗଲା। ପରବର୍ତ୍ତି ତାରିଖ ନିଶ୍ବତ୍ତି ହେଲେ ସମସ୍ତଙ୍କୁ ଜଣାଇ ଦିଆଯିବ।

 ପଦ୍ମପୁର ଏଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ରେ ଆସନ୍ତା ତା:05.10.2023 ରୁ ତା: 08.10.2023 ପର୍ଯ୍ୟନ୍ତ ପ୍ରଥମ ସର୍ବଭାରତୀୟ ଫୁଟବଲ ଟୁର୍ନାମ...
01/10/2023


ପଦ୍ମପୁର ଏଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ରେ ଆସନ୍ତା ତା:05.10.2023 ରୁ ତା: 08.10.2023 ପର୍ଯ୍ୟନ୍ତ ପ୍ରଥମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆର. ବି. ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେବ l

Address

Padampur
768036

Website

Alerts

Be the first to know and let us send you an email when Padampur Athletic Accociation posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share