Team Satya Bhai Bhograi

Team Satya Bhai Bhograi Team Satya Bhai Bhograi | Youth | Unity | Development

କଂଗ୍ରେସର ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ
09/07/2026

କଂଗ୍ରେସର ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟ ମାନଙ୍କ ନାମ ଅଛି ଅଭିଯୋଗ ଆଣିଛନ୍ତି ଭୋଗରାଇ କଂଗ୍ରେସ Sat...
08/07/2026

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟ ମାନଙ୍କ ନାମ ଅଛି ଅଭିଯୋଗ ଆଣିଛନ୍ତି ଭୋଗରାଇ କଂଗ୍ରେସ Satyashiba Das Santosh Jena ଙ୍କ ନେତୃତ୍ବରେ ବିଡ଼ିଓଙ୍କୁ ଅଭିଯୋଗ ଜଣାଇଲେ ଭୋଗରାଇ କଂଗ୍ରେସର କର୍ମକର୍ତ୍ତାମାନେ ଜଦି ଏହାର ସମାଧାନ ନ ହୁଏ ଆନ୍ଦୋଳନ ହେବ ବୋଲି ସୂଚନା ଦେଇଛନ୍ତି ସତ୍ୟଶିବ ଦାସ।

 #ଭୋଗରାଇ_କଂଗ୍ରେସର_ମିଶ୍ରଣପର୍ବ 🇮🇳ଗୁନାଇବସାଣ ଗ୍ରାମପଞ୍ଚାୟତର ହରିପୁର ଗ୍ରାମରେ କଂଗ୍ରେସର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ...
07/07/2026

#ଭୋଗରାଇ_କଂଗ୍ରେସର_ମିଶ୍ରଣପର୍ବ 🇮🇳

ଗୁନାଇବସାଣ ଗ୍ରାମପଞ୍ଚାୟତର ହରିପୁର ଗ୍ରାମରେ କଂଗ୍ରେସର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ କଂଗ୍ରେସ କମିଟିର ସଭାପତି ତଥା ସମିତି ସଦସ୍ୟ ଶ୍ରୀଯୁକ୍ତ ପ୍ରଦୀପ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପଞ୍ଚାୟତର ବହୁ ପୁରୁଷ ଓ ମହିଳା ଅନ୍ୟ ଦଳ ଛାଡ଼ି କଂଗ୍ରେସରେ ଯୋଗଦାନ କରିଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସତ୍ଯଶିବ ଦାସ, ବ୍ଲକ କଂଗ୍ରେସ ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା, ୩୦ ନମ୍ବର ଜୋନର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା, ୩୪ ନମ୍ବର ଜୋନର ସଭାପତି ତଥା ନିମାତପୁର ସରପଞ୍ଚ ଶ୍ରୀ ରାଜେନ୍ଦ୍ର କୁମାର ଦଳାଇ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଗୋପବନ୍ଧୁ ମହାପାତ୍ର, କେଶବ କୁମାର ମିଶ୍ର, ଧନଞ୍ଜୟ ସାହୁ ପ୍ରମୁଖ ଯୋଗଦେଇ ସେମାନଙ୍କୁ ଦଳୀୟ ଚିହ୍ନ ଥିବା ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।


05/07/2026

Address

Bhograi, Balasore
Odisha

Website

Alerts

Be the first to know and let us send you an email when Team Satya Bhai Bhograi posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category