Ekta Sporting Club

Ekta Sporting Club Unity

03/04/2020

Help them those who needed

ମହାମାରି   ପାଇଁ ଆମ କ୍ଳବ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଜରିଆରେ 3000/- ଟଙ୍କା ର ଚେକ୍ ସାହାଯ୍...
03/04/2020

ମହାମାରି ପାଇଁ ଆମ କ୍ଳବ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଜରିଆରେ 3000/- ଟଙ୍କା ର ଚେକ୍ ସାହାଯ୍ୟ ପ୍ରଦାନ କରାଯାଇଛି.

COVID-19 ର  ଲକ  ଡାଉନ୍ ସମୟରେ ଏକତା ସ୍ପୋର୍ଟିଂ କ୍ଲବ ତିରୁଣା ର   ସଦସ୍ୟ  ମାନଙ୍କ ଦ୍ୱାରା   ସ୍ଥାନୀୟ  ଡେରିକି ଏବଂ ନାଉଗାଁ ବଜ଼ାର  ରେ ବ...
03/04/2020

COVID-19 ର ଲକ ଡାଉନ୍ ସମୟରେ
ଏକତା ସ୍ପୋର୍ଟିଂ କ୍ଲବ ତିରୁଣା ର ସଦସ୍ୟ ମାନଙ୍କ ଦ୍ୱାରା ସ୍ଥାନୀୟ ଡେରିକି ଏବଂ ନାଉଗାଁ ବଜ଼ାର ରେ ବୁଲୁଥିବା ମାନସିକଭରସମ୍ୟ ହରେଇଥିବା ଲୋକ ଏବଂ ଭିକାରି ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି l

 #ଏକତା_ସ୍ପୋର୍ଟ୍ସ_କ୍ଳବ ଦ୍ୱାରା   #ଜନତା_କରଫୁ  କୁ ସମର୍ଥନ  ଜଣାଉଛି
22/03/2020

#ଏକତା_ସ୍ପୋର୍ଟ୍ସ_କ୍ଳବ ଦ୍ୱାରା #ଜନତା_କରଫୁ କୁ ସମର୍ଥନ ଜଣାଉଛି

ସମ୍ବାଦ, ପ୍ରମୟ, ସାହାଣମେଲା, ନିତିଦିନ, ମହ୍ଲାର & ସଂଚାର
16/03/2020

ସମ୍ବାଦ, ପ୍ରମୟ, ସାହାଣମେଲା, ନିତିଦିନ, ମହ୍ଲାର & ସଂଚାର

14/03/2020

ଏକତା ସ୍ପୋର୍ଟ୍ସ କ୍ଳବ ଏବଂ ଅଙ୍ଗନବାଡି କର୍ମୀ ଙ୍କ ମିଳିତ ଆନୁକୂଲ୍ୟରେ ମହାମାରୀ କରୋନା ଭୁତାଣୁ ପାଇଁ ଜନ ସଚେତନତା ପଦଯାତ୍ରା କରାଯାଇଛି l
ସଚେତନ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁ
ଅନ୍ଧବିଶ୍ୱାସ ଠାରୁ ଦୁରେଇ ରୁହନ୍ତୁ
ଅଧିକ ସୂଚନା ପାଇବା ପାଇଁ ଏହି ନଂ ରେ ଯୁଗାଯୋଗ କରନ୍ତୁ - +91-11-23978046

ଆପଣଙ୍କ ସାଥିରେ ଏକତା ସ୍ପୋର୍ଟ୍ସ କ୍ଳବ

 #ପରିବର୍ତନର_ଗୋଟିଏ_ପାଦ ଓଡିଶା  ସରକାରଙ୍କ  ଦ୍ୱାରା  ସର୍ବସାଧାର  ନିମନ୍ତେ  ଜମି , ଘର  ବାରି ପଟା, ଖତିଆନ ଆଦି  ଇଣ୍ଟେର୍ନେଟ  ରେ  ଦେଖିବା...
14/03/2020

#ପରିବର୍ତନର_ଗୋଟିଏ_ପାଦ

ଓଡିଶା ସରକାରଙ୍କ ଦ୍ୱାରା ସର୍ବସାଧାର ନିମନ୍ତେ ଜମି , ଘର ବାରି ପଟା, ଖତିଆନ ଆଦି ଇଣ୍ଟେର୍ନେଟ ରେ ଦେଖିବା ପାଇଁ ଯେଉଁ ଆପ୍ପ ଏବଂ ଜମି ପଟା ଅଛି ସେଥିରେ ଆମ ମୌଜା ର ନାମ ତିରୁଣା (Tiruna) ପରିବର୍ତେ ତୀରୁଣା (Tiruna)ଦେଖଉଛି l ଏହାକୁ ସଂଶୋଧନ କରିବା ପାଇଁ ଏକତା ସ୍ପୋର୍ଟିଂ କ୍ଲବ ର ସଦସ୍ୟ ମାନେ ତା.13/03/2020 ରିଖ ଦିନ ନାଉଗାଁ ସ୍ଥିତ ତହସିଲ କାର୍ଯ୍ୟାଳୟ ଏବଂ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ମୌଜା ର ନାମ ସଂଶୋଧନ କରିବା ପାଇଁ ଦରଖାସ୍ତ ପୈଠ କରିଛୁ l
ଆମ ଅଂଚଳର ଯେଉଁ ବନ୍ଧୁ ଓ ଜ୍ଞାନୀ ଲୋକ ମାନେ ଆମର ଏହି ପ୍ରୟାସ ରେ ସହଯୋଗ ଏବଂ ଉପଦେଶ ଦେବାପାଇଁ ପାଇଁ ଚାହୁଁଛନ୍ତି ସେମାନେ ଆମ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ କରୁଅଛୁ l

ନନ୍ଦିକେଶ୍ବର ମହାପ୍ରଭୁଙ୍କ ଜାଗର ଯାତ୍ରା ଅବସରରେ ଏକତା ସ୍ପୋର୍ଟିଂ କ୍ଲବ ତିରୁଣା କୁ  ସମାଜ  ସେବା  କାର୍ଯ୍ୟ  ପାଇଁ   ସମ୍ବର୍ଦ୍ଧିତ କରାଯାଇ...
22/02/2020

ନନ୍ଦିକେଶ୍ବର ମହାପ୍ରଭୁଙ୍କ ଜାଗର ଯାତ୍ରା ଅବସରରେ ଏକତା ସ୍ପୋର୍ଟିଂ କ୍ଲବ ତିରୁଣା କୁ ସମାଜ ସେବା କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଛି ଉତ୍ସବର ସମସ୍ତ ସଦସ୍ୟ ଏବଂ ନନ୍ଦମଣି ୟୁଥ୍ କ୍ଲବ୍ କୁ ଅଶେଷ କୃତଜ୍ଞତା ଜଣାଉଛୁ
ଏକତା ସ୍ପୋର୍ଟିଂ କ୍ଲବ ତିରୁଣା ତରଫରୁ | | | .....

ଜିଲ୍ଲାସ୍ତରୀୟ  ଯୁବ ସମ୍ମିଳନୀ  ରେ  ନେହରୁ   ଯୁବ  କେନ୍ଦ୍ର  ତରଫରୁ  ଆମ  କ୍ଲବ କୁ  କ୍ୟାରମ  ବୋର୍ଡ   ଏବଂ  ଭଲ୍ଲି  ବଲ  ପ୍ରଦାନ   କରାଯା...
21/01/2020

ଜିଲ୍ଲାସ୍ତରୀୟ ଯୁବ ସମ୍ମିଳନୀ ରେ ନେହରୁ ଯୁବ କେନ୍ଦ୍ର ତରଫରୁ ଆମ କ୍ଲବ କୁ କ୍ୟାରମ ବୋର୍ଡ ଏବଂ ଭଲ୍ଲି ବଲ ପ୍ରଦାନ କରାଯାଇଛି

ଏକତା ସ୍ପୋର୍ଟିଂ କ୍ଲବ ତିରୁଣା  ତରଫରୁ  ଏକ  ବ୍ଲକ  ସ୍ତରୀୟ  ଭଲି  ବଲ ପ୍ରତିଯୋଗିତା ଆୟୋଜନ  କରାଯାଇଛି
02/01/2020

ଏକତା ସ୍ପୋର୍ଟିଂ କ୍ଲବ ତିରୁଣା ତରଫରୁ ଏକ ବ୍ଲକ ସ୍ତରୀୟ ଭଲି ବଲ ପ୍ରତିଯୋଗିତା ଆୟୋଜନ କରାଯାଇଛି

18/11/2019

Address

Jagatsinghpur
754103

Website

Alerts

Be the first to know and let us send you an email when Ekta Sporting Club posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ekta Sporting Club:

Share