The Juggernauts • ଦ ଜଗର୍ନଟ୍ସ୍

The Juggernauts • ଦ ଜଗର୍ନଟ୍ସ୍ ଓଡ଼ିଶା ଫୁଟବଲ୍ କ୍ଲବ୍‌ର ସ୍ଵୀକୃତିପ୍ରାପ୍ତ ପ୍ରଶଂସକ ଦଳ • COYJ 💜
Official Fan Army | Odisha FC & Odisha FCW
Grassroots • Charity • Recreation • Arts

Football is more than just a game. It's a community, a culture, and a way of life. The beautiful game knows no boundarie...
25/05/2025

Football is more than just a game. It's a community, a culture, and a way of life. The beautiful game knows no boundaries. The roar of the crowd, the thrill of the goal, and the agony of defeat. Football is a rollercoaster of emotions. The power of football can bring people together, inspire greatness, and create unforgettable moments. Happy World Football Day! ⚽️💫

ନିଜ ତ୍ୟାଗ ଓ ସ୍ନେହ ଦ୍ୱାରା ଭବିଷ୍ୟତ ଗଢ଼ୁଥିବା ସମସ୍ତ ମାଆମାନଙ୍କୁ ମାତୃ ଦିବସର ଅନେକ ଶୁଭେଚ୍ଛା।
11/05/2025

ନିଜ ତ୍ୟାଗ ଓ ସ୍ନେହ ଦ୍ୱାରା ଭବିଷ୍ୟତ ଗଢ଼ୁଥିବା ସମସ୍ତ ମାଆମାନଙ୍କୁ ମାତୃ ଦିବସର ଅନେକ ଶୁଭେଚ୍ଛା।

Let's paint the stadium PURPLE! Odisha FC takes on Punjab FC in a high-intensity knockout match tonight at Kalinga Stadi...
21/04/2025

Let's paint the stadium PURPLE! Odisha FC takes on Punjab FC in a high-intensity knockout match tonight at Kalinga Stadium.

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀର ହାର୍ଦ୍ଦିକ ଶୁଭେଚ୍ଛା | ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସଭିଙ୍କ ଜୀବନକୁ...
14/04/2025

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀର ହାର୍ଦ୍ଦିକ ଶୁଭେଚ୍ଛା | ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସଭିଙ୍କ ଜୀବନକୁ ସୁଖ ଓ ସମୃଦ୍ଧିରେ ଭରିଦେଉ।ସଙ୍କଟ ମୋଚନ ବୀର ହନୁମାନଙ୍କ କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ।
ଜୟ ଜଗନ୍ନାଥ | ଜୟ ହନୁମାନ | 🙏🏻🙏🏻

ପବିତ୍ର ଶ୍ରୀରାମ ନବମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀରାମ ସଭିଙ୍କୁ ସୁଖ ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ।
06/04/2025

ପବିତ୍ର ଶ୍ରୀରାମ ନବମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀରାମ ସଭିଙ୍କୁ ସୁଖ ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ।

ସମସ୍ତ ଓଡ଼ିଆମାନଙ୍କୁ ଉତ୍କଳ ଦିବସର ହାର୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ | ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ | ଜୟ ଜ...
01/04/2025

ସମସ୍ତ ଓଡ଼ିଆମାନଙ୍କୁ ଉତ୍କଳ ଦିବସର ହାର୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ | ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ | ଜୟ ଜଗନ୍ନାଥ 🙏🏻 ⭕❗⭕

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ😇🙏🏻
08/03/2025

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ😇🙏🏻

The thrill of the hunt is on! Odisha FC faces Mohammedan SC in a high-stakes match tonight!🏟️ Kalinga Stadium, Bhubanesw...
28/02/2025

The thrill of the hunt is on! Odisha FC faces Mohammedan SC in a high-stakes match tonight!
🏟️ Kalinga Stadium, Bhubaneswar
🕰️ 7:30PM

ପବିତ୍ର ମହାଶିବରାତ୍ରି ତଥା ଜାଗର ଅମାବାସ୍ୟାର ହାର୍ଦ୍ଦିକ ଶୁଭେଚ୍ଛା । ମହାଦେବଙ୍କ କରୁଣା ସଭିଙ୍କ ଉପରେ ରହିଥାଉ। ଓଁ ନମଃ ଶିବାୟ 🕉️🔱
26/02/2025

ପବିତ୍ର ମହାଶିବରାତ୍ରି ତଥା ଜାଗର ଅମାବାସ୍ୟାର ହାର୍ଦ୍ଦିକ ଶୁଭେଚ୍ଛା । ମହାଦେବଙ୍କ କରୁଣା ସଭିଙ୍କ ଉପରେ ରହିଥାଉ। ଓଁ ନମଃ ଶିବାୟ 🕉️🔱

It's all to play for! Odisha FC faces Mohun Bagan Super Giants in a crucial match with their season on the line!        ...
23/02/2025

It's all to play for! Odisha FC faces Mohun Bagan Super Giants in a crucial match with their season on the line!

The COYJ Scarf is for the love of the game, for the love of Odisha FC.. 💜💜💜
16/02/2025

The COYJ Scarf is for the love of the game, for the love of Odisha FC.. 💜💜💜

Address

Bhubaneswar

Alerts

Be the first to know and let us send you an email when The Juggernauts • ଦ ଜଗର୍ନଟ୍ସ୍ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Juggernauts • ଦ ଜଗର୍ନଟ୍ସ୍:

Shortcuts

Share