CricOdia

CricOdia Contact information, map and directions, contact form, opening hours, services, ratings, photos, videos and announcements from CricOdia, Sports, Bhubaneswar.

Stay updated with the latest cricket news, match updates, and exclusive insights in Odia. 🏏
CricOdia brings you everything from IPL to international cricket, all in your own language.

👉 Follow us for daily cricket updates!

🏆 2011 ୱର୍ଲ୍ଡ କପ୍ – ଭାରତର ସୁନେଲି ଇତିହାସ! 🇮🇳🔥ଏହି ଦିନଟି ଭାରତୀୟ କ୍ରିକେଟ୍ ପାଇଁ ଅମର ✨ଧୋନିଙ୍କ ସେଇ ଶେଷ ସିକ୍ସ 💥 ଓ ଟିମ୍‌ର ଅଦ୍ଭୁତ ...
02/04/2026

🏆 2011 ୱର୍ଲ୍ଡ କପ୍ – ଭାରତର ସୁନେଲି ଇତିହାସ! 🇮🇳🔥

ଏହି ଦିନଟି ଭାରତୀୟ କ୍ରିକେଟ୍ ପାଇଁ ଅମର ✨
ଧୋନିଙ୍କ ସେଇ ଶେଷ ସିକ୍ସ 💥 ଓ ଟିମ୍‌ର ଅଦ୍ଭୁତ ପ୍ରଦର୍ଶନ – ଦେଶକୁ ଦେଇଥିଲା ଗର୍ବର ମୁହୂର୍ତ୍ତ 🙌

👉 28 ବର୍ଷ ପରେ ଆସିଥିଲା ୱର୍ଲ୍ଡ କପ୍
👉 ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଅଛି ଏହି ସ୍ମୃତି ❤️

ଏପର୍ଯ୍ୟନ୍ତ ଚାରିଟି ମ୍ୟାଚ୍—ଚାରିଟିରେ ମଧ୍ୟ ଚେସ୍ କରୁଥିବା ଟିମ୍ ଜିତିଛି! 🔥🏏ଟସ୍ ଜିତିଲେ ଚେସ୍ ହିଁ ସର୍ବୋତ୍ତମ ରଣନୀତି ହେଉଛି ବୋଲି ଲାଗୁଛ...
01/04/2026

ଏପର୍ଯ୍ୟନ୍ତ ଚାରିଟି ମ୍ୟାଚ୍—ଚାରିଟିରେ ମଧ୍ୟ ଚେସ୍ କରୁଥିବା ଟିମ୍ ଜିତିଛି! 🔥🏏
ଟସ୍ ଜିତିଲେ ଚେସ୍ ହିଁ ସର୍ବୋତ୍ତମ ରଣନୀତି ହେଉଛି ବୋଲି ଲାଗୁଛି 👀

ଜୁଲାଇରେ ଜିମ୍ବାବୱେ ବିରୋଧରେ ଭାରତର ଟି-20 ଝଡ଼! 🇮🇳🔥ଟିମ୍ ଇଣ୍ଡିଆ ଖେଳିବ ୩ଟି T20 ମ୍ୟାଚ୍ 🏏ଆଉଥରେ ଆକ୍ସନ୍ ଦେଖିବାକୁ ପ୍ରସ୍ତୁତ ତ? 👀💥    ...
01/04/2026

ଜୁଲାଇରେ ଜିମ୍ବାବୱେ ବିରୋଧରେ ଭାରତର ଟି-20 ଝଡ଼! 🇮🇳🔥

ଟିମ୍ ଇଣ୍ଡିଆ ଖେଳିବ ୩ଟି T20 ମ୍ୟାଚ୍ 🏏
ଆଉଥରେ ଆକ୍ସନ୍ ଦେଖିବାକୁ ପ୍ରସ୍ତୁତ ତ? 👀💥

ଆଜି ମୁକାବିଲା! 🔥🏏ଲକ୍ନୌ ସୁପର ଜାଇଣ୍ଟସ 🆚 ଦିଲ୍ଲୀ କ୍ୟାପିଟାଲ୍ସକିଏ ଜିତିବ ଆଜିର ଯୁଦ୍ଧ? 🤔💥ସମୟ: ସନ୍ଧ୍ୟା ୭:୩୦ (IST)ସ୍ଥାନ: ଲକ୍ନୌମ୍ୟାଚ୍...
01/04/2026

ଆଜି ମୁକାବିଲା! 🔥🏏
ଲକ୍ନୌ ସୁପର ଜାଇଣ୍ଟସ 🆚 ଦିଲ୍ଲୀ କ୍ୟାପିଟାଲ୍ସ

କିଏ ଜିତିବ ଆଜିର ଯୁଦ୍ଧ? 🤔💥
ସମୟ: ସନ୍ଧ୍ୟା ୭:୩୦ (IST)
ସ୍ଥାନ: ଲକ୍ନୌ

ମ୍ୟାଚ୍ ଦେଖିବାକୁ ଭୁଲିବେନି! 👀🔥

🏏 IPL 2023 ଠାରୁ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳିମାନେ! 🔥କିଙ୍ଗ 👑 ବିରାଟ କୋହଲି 2106 ରନ୍ ସହିତ ଶୀର୍ଷରେ 💥ତାଙ୍କ ପଛରେ ଯୁବ ତାରକାମାନ...
01/04/2026

🏏 IPL 2023 ଠାରୁ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳିମାନେ! 🔥

କିଙ୍ଗ 👑 ବିରାଟ କୋହଲି 2106 ରନ୍ ସହିତ ଶୀର୍ଷରେ 💥
ତାଙ୍କ ପଛରେ ଯୁବ ତାରକାମାନେ — ଶୁଭମନ ଗିଲ୍, ସୂର୍ୟକୁମାର ଯାଦବ, ଯଶସ୍ୱୀ ଜୈସ୍ୱାଲ ଆଦି ଦୃଢ଼ ପ୍ରତିଯୋଗିତା ଦେଉଛନ୍ତି 🔝

👉 ଆପଣଙ୍କ ମତରେ କିଏ ହେବେ ପରବର୍ତ୍ତୀ ରନ୍ ମେସିନ୍? 🤔

ଡେବ୍ୟୁରେ ହିଁ ଧମାକେଦାର ପ୍ରଦର୍ଶନ! 🔥💪Cooper Connolly IPL ର ପ୍ରଥମ ମ୍ୟାଚ୍‌ରେ ମାରିଲେ ଦମଦାର ଅର୍ଧଶତକ! 👏🏏ନୂଆ ଖେଳାଳି, କିନ୍ତୁ confi...
31/03/2026

ଡେବ୍ୟୁରେ ହିଁ ଧମାକେଦାର ପ୍ରଦର୍ଶନ! 🔥💪

Cooper Connolly IPL ର ପ୍ରଥମ ମ୍ୟାଚ୍‌ରେ ମାରିଲେ ଦମଦାର ଅର୍ଧଶତକ! 👏🏏

ନୂଆ ଖେଳାଳି, କିନ୍ତୁ confidence full — future star ଭାବରେ ଆରମ୍ଭ ହେଲା! 🌟

👉 ଏହି player ଆଗକୁ କେତେ ଦୂର ଯିବେ? 🤔

🏏🔥

Punjab Kings ଙ୍କ ଦମଦାର ବିଜୟ ! 🔥💪Gujarat Titans କୁ 3 ଉଇକେଟ୍‌ରେ ହରାଇଲେ IPL 2026 ରେ! 🏏ଆଜିର ମ୍ୟାଚ୍‌ର ହିରୋ — Cooper Connolly ...
31/03/2026

Punjab Kings ଙ୍କ ଦମଦାର ବିଜୟ ! 🔥💪

Gujarat Titans କୁ 3 ଉଇକେଟ୍‌ରେ ହରାଇଲେ IPL 2026 ରେ! 🏏

ଆଜିର ମ୍ୟାଚ୍‌ର ହିରୋ — Cooper Connolly 🌟
pressure ରେ ଖେଳି ଟିମ୍‌କୁ ଜିତାଇଲେ! 👏🔥

👉 PBKS ଏବେ title contender ତ? 🤔

🏏🔥

ଡେବ୍ୟୁ ମ୍ୟାଚ୍‌ରେ ହିଁ ଧମାକା! 🔥💥Cooper Connolly ଙ୍କ ଦମଦାର ଅର୍ଧଶତକ — pressure ରେ ମଧ୍ୟ ଶାନ୍ଦାର batting! 💪🏏Gujarat Titans ବିପ...
31/03/2026

ଡେବ୍ୟୁ ମ୍ୟାଚ୍‌ରେ ହିଁ ଧମାକା! 🔥💥

Cooper Connolly ଙ୍କ ଦମଦାର ଅର୍ଧଶତକ — pressure ରେ ମଧ୍ୟ ଶାନ୍ଦାର batting! 💪🏏

Gujarat Titans ବିପକ୍ଷରେ run chase ରେ ଦେଖାଇଲେ pure class 🌟

👉 ଏହି young star ଆଗକୁ ଆଉ କେତେ ଚମତ୍କାର କରିବେ? 🤔

🏏🔥

Shreyas Iyer ଙ୍କ ଛୋଟ ଇନିଂସ୍… କିନ୍ତୁ impact ବଡ! 🔥18 ରନ୍‌ରେ ରହିଗଲେ, କିନ୍ତୁ ଟିମ୍ ପାଇଁ ଦେଲେ solid start 💪ଏପଟେ Shubman Gill ଙ...
31/03/2026

Shreyas Iyer ଙ୍କ ଛୋଟ ଇନିଂସ୍… କିନ୍ତୁ impact ବଡ! 🔥

18 ରନ୍‌ରେ ରହିଗଲେ, କିନ୍ତୁ ଟିମ୍ ପାଇଁ ଦେଲେ solid start 💪
ଏପଟେ Shubman Gill ଙ୍କ respect 👏 — class player କୁ class ରେ ସ୍ୱୀକାର! 🌟

👉 କ୍ରିକେଟ୍ ମାନେ sportsmanship ❤️

🏏🔥

ମୁଲ୍ଲାନପୁରରେ Preity Zinta ଙ୍କ ଜୋଷ ଦେଖିବାକୁ ମିଳିଲା! 🔥❤️ନିଜ ଟିମ୍ Punjab Kings କୁ full energy ସହିତ ସପୋର୍ଟ କରୁଛନ୍ତି 💪🏏ଷ୍ଟାଡି...
31/03/2026

ମୁଲ୍ଲାନପୁରରେ Preity Zinta ଙ୍କ ଜୋଷ ଦେଖିବାକୁ ମିଳିଲା! 🔥❤️

ନିଜ ଟିମ୍ Punjab Kings କୁ full energy ସହିତ ସପୋର୍ଟ କରୁଛନ୍ତି 💪🏏
ଷ୍ଟାଡିୟମ୍‌ରେ ତାଙ୍କ presence ମାନେ ଆଉ ଅଧିକ ଉତ୍ସାହ! 🙌

👉 PBKS ଆଜି ଜିତିବ କି? 🤔

💥

Gujarat Titans ର  Probable XI ପ୍ରସ୍ତୁତ! 🔵🔥କ୍ୟାପ୍ଟେନ୍ Shubman Gill ଙ୍କ ନେତୃତ୍ୱରେ ଟିମ୍ ଦେଖାଯାଉଛି ଖୁବ ଜୋରଦାର 💪Batting ରେ cl...
31/03/2026

Gujarat Titans ର Probable XI ପ୍ରସ୍ତୁତ! 🔵🔥

କ୍ୟାପ୍ଟେନ୍ Shubman Gill ଙ୍କ ନେତୃତ୍ୱରେ ଟିମ୍ ଦେଖାଯାଉଛି ଖୁବ ଜୋରଦାର 💪
Batting ରେ class, all-rounders ରେ depth ଆଉ bowling ରେ firepower! ⚡

👉 ଏହି XI ସହିତ GT କି Punjab Kings କୁ ହରାଇପାରିବ? 🤔

ଆପଣଙ୍କର prediction କମେଣ୍ଟ୍ କର! 👇

🏏

Address

Bhubaneswar

Alerts

Be the first to know and let us send you an email when CricOdia posts news and promotions. Your email address will not be used for any other purpose, and you can unsubscribe at any time.

Share

Category